କାଶିପୁର ରେ ପଛ ଛାଡୁନାହିଁ ଦାଦନ ଶ୍ରମିକ ମୃତ୍ୟୁ

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ମାଙ୍କଡ ଝୋଲା ଗ୍ରାମ ଦଳ ପ୍ରତି ମାଝି ପୁଅ ଉମାଶଙ୍କର ମାଝି କାମ ଅନ୍ୱେଷଣ ରେ ତିରୁପତି ରେ ଏକ ପାଇପ୍ ଲାଇନ୍ କମ୍ପାନୀ କାମ କରୁଥିବା ପରିବାର ଲୋକଙ୍କ ଠାରୁ ଖବର ମିଳିଛି। ୬/୯/୨୫ ତାଙ୍କ ଦେହ ଅସୁସ୍ଥ ହୋଇ ଥିଲା । ଏହା ପରେ ନିକଟସ୍ଥ ମେଡିକାଲ ରେ ଚିକିତ୍ସା ପାଇଁ ନିଆଯାଇଥିଲା ଏହା ପରେ ସେଠାରେ ତାଙ୍କ ର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାରର ଲୋକେ ଖବର ପାଇ ତିରୁପତି ଯାଇ ଥିବା ସୁଚନା ମିଳିଛି । ଏବେ କିଛି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଉଛି ଯେ କାଶିପୁର ବ୍ଲକ ଗୋଟିଏ କମ୍ପାନୀ ଥିବା ବେଳେ ଆଉ କମ୍ପାନୀ ଗଢ଼ି ଉଠୁଛି କିନ୍ତୁ କାଶିପୁର ବ୍ଲକ ଶିକ୍ଷିତ ଯୁବକ ଯୁବତୀ ମାନେ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଓ ଶେଷରେ କେତେ ବେଳେ ନିର୍ଯାତନା ତୋ ଆଉ କେତେ ବେଳେ ମୃତ୍ୟୁ ହୋଇ ଘରକୁ ଫେରୁଛନ୍ତି । ହେଲେ ବୃଦ୍ଧି ଯିବି ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *