ଓଡ଼ିଆପେଣ୍ଟ ପଞ୍ଚାୟତ ଅଞ୍ଚଳ ବାସୀ ପାୟନିର କମ୍ପାନୀ ଗଣ ଧାରଣା

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ସୀମାନ୍ତରେ ଥିବା କୋଡ଼ିଙ୍ଗା ମାଳି ପ୍ରଭାବିତ ଓଡ଼ିଆପେଣ୍ଟ ଗ୍ରାମ ପଞ୍ଚାୟତର ଅଞ୍ଚଳବାସି ଏକତ୍ରିତ ହୋଈ ଜିରୋପଇଣ୍ଟ ଠାରେ ପାୟନିର କମ୍ପାନୀ ବିରାଧରେ ସ୍ବର ଉତ୍ତଳନ କରିଛନ୍ତି l ଅଞ୍ଚଳ ବାସୀ କହିବା କଥା ଯେପର୍ଯ୍ୟନ୍ତ ପାୟନିର କମ୍ପାନୀ କୋଡ଼ିଙ୍ଗା ମାଳି ଠାରୁ ଟେଣ୍ଡର ବାତିଲ କରି ନାହାନ୍ତି ସେପର୍ଯ୍ୟନ୍ତ ଗଣଧାରଣ ଦିଆ ଯିବ ବୋଲି ଅଞ୍ଚଳ ବାସୀ ଚେତାବନୀ ଦିଆଯାଇଛି।ପାୟନିର କମ୍ପାନୀ ଗୋ ବେକ ନାରା ଦେଇ ଧାରଣା ଦେଇଛନ୍ତି ପାୟନିର କମ୍ପାନୀ କୋଡ଼ିଙ୍ଗା ମାଳିର ବହୁ ମୂଲ୍ୟ ଖଣିକୁ ନେଇ ଆନ୍ଦ୍ରପ୍ରଦେଶ ନେଇକି ଯିବ ଆନ୍ଦ୍ର ପ୍ରଦେଶ ଲୋକ ନିଯୁକ୍ତି ପାଇବେ ଆମ ଅଞ୍ଚଳ ର ଲକ କଣ ପାଇବୁ କମ୍ପାନୀ ନାହିଁ ତ ଖଣି ନାହିଁ ବୋଲି ଧାରଣା ଦେଉଛନ୍ତି।

ମୁଖ୍ୟତ ପାୟନିର କମ୍ପାନୀ ପ୍ରଥମରୁ ହିଁ ଗୁଣ୍ଡା ଗର୍ଧ୍ଵ ଭାଇଚାରା ନଷ୍ଟ କରିବାକୁ ଆରମ୍ଭ କରିଥିବାରୁ ଅଞ୍ଚଳବାସି ଭୟଭିତ ହୋଇପଡିଛନ୍ତି। ଆୟୋଜିତ ଅଗସ୍ତି ହଳବା ସହାଦେବ ବିଡ଼ିକା ସୀତାରାମ ଖରା ବିପିନ ମାଣ୍ଡିଙ୍ଗା ପୂର୍ଣ୍ଣ ମାଣ୍ଡିଙ୍ଗା ତପନକୁମାର ହଳବା ବିନ ମାଣ୍ଡିଙ୍ଗା ଦାମଧର ବିଡ଼ିକା ସୁର୍ଶନ ବିଡ଼ିକା ଚନ୍ଦ୍ର ବିଡ଼ିକା, ଲାବାନୀୟ ବିଡ଼ିକା ନେତୃତ୍ୱରେ ଓଡ଼ିଆପେଣ୍ଠ ପଞ୍ଚାୟତ ସତଧିକ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ l

ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *