ଓଡିଶା ଅମଲା ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ଜିଲ୍ଲା କର୍ମକର୍ତ୍ତା ଚୟନ

ଗତ 27 ଅଗଷ୍ଟ ରବିବାର ଦିନ ଓଡିଶା ଅମଲା ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସହିତ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଥିଲା l ଉକ୍ତ ବୈଠକରେ ରାଜ୍ୟ ସଂଘର ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ଦାସ ଙ୍କର ସଭାପତିତ୍ବରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭା କୁ ପରିଚାଳନା କରିଥିଲେ ଶ୍ରୀ ନାରାୟଣ ଦାଶ, ମୁଖ୍ୟ ଉପଦେଷ୍ଟା l ମୁଖ୍ୟ ଅତିଥି ଭାବରେ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, ପୁରୀ ଓ ସମ୍ମାନୀୟ ଅତିଥି ଭାବରେ ଶ୍ରୀ ଭବ ତରଣ ସାହୁ ,ଉପ ଜିଲ୍ଲାପାଳ ଏବଂ ଶ୍ରୀ ହୃଦୟ ବିହାରୀ ମହାପାତ୍ର,ଅଧ୍ୟକ୍ଷ, ଶ୍ରୀ ଦେବେନ୍ଦ୍ର ନାଥ ପାତ୍ର, କାର୍ଯ୍ୟକାରୀ ସଭାପତି, ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, , ମୁଖ୍ୟ ପୃଷ୍ଠ ପୋଷକ, ଶତ୍ରୁଘ୍ନ ପାଣିଗ୍ରାହୀ, ପୂର୍ବତନ ସଭାପତି, ଶ୍ରୀ ଚିତ୍ତରଞ୍ଜନ ତାରlସିଆ, ସାଧାରଣ ସମ୍ପାଦକ, ଶ୍ରୀ ଅରୁଣ ବଳୀଆର୍ ସିଂହ, ସଂଗଠନ ସମ୍ପାଦକ, ଜିଲ୍ଲା ସଭାପତି ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର ଏବଂ ଶ୍ରୀ ପ୍ରଭାକର ପ୍ରଧାନ, ପରାମର୍ଶ ଦାତା ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ରାଜ୍ଯ ର ୩୦ ଜିଲ୍ଲାର ପ୍ରତିନିଧି, ରାଜ୍ଯ ନେତୃବୃନ୍ଦ ଏବଂ ପୁରୀ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଉପସ୍ଥିତ ଥିଲେ l ସଭ୍ଯ ମାନଙ୍କର ବିଭିନ୍ନ ସମସ୍ୟା ଓ ଦାବୀ ବିଷୟରେ ଆଲୋଚନା କରାଗଲା ତତ୍ ସହିତ ପ୍ରମୁଖ ଦାବୀ କନିଷ୍ଠ ସହାୟକ ଙ୍କ ଦରମା Level-9 ବିଷୟରେ ସାଧାରଣ ସମ୍ପାଦକ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍, ମହୋଦୟ କହିଛନ୍ତି ଖୁବ୍ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଦାବୀ ପୂରଣ କରିବେ ବୋଲି କହିଥିଲେ l ଦ୍ଵିତୀୟ ପର୍ଯ୍ୟାୟ ରେ ପୁରୀ ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ଏବଂ ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, ଶପଥ ପାଠ କରାଇଥିଲେ l
ମୁଖ୍ୟ ଉପଦେଷ୍ଟା ଶ୍ରୀ ଦୁର୍ଗା ଚରଣ ମହାନ୍ତି
ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର
ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର
କାର୍ଯ୍ୟକାରି ସଭାପତି ଶ୍ରୀ ଲଲାଟେନ୍ଦୁ ହୋତା
ଉପ ସଭାପତି ଶ୍ରୀ ଦେବାଶିଷ ଦାସ, ସାରଦା ପ୍ରସନ୍ନ ଆଚାର୍ଯ୍ୟ, ସତ୍ୟ ପ୍ରିୟ ମହାପାତ୍ର, ଦୀପ୍ତି ପ୍ରକାଶ ସ୍ଵାଇଁ, ଶୁଭକାନ୍ତପଣ୍ଡା
ସମ୍ପାଦକ ଶ୍ରୀ ସୁକାନ୍ତ ପଲେଇ
କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ପ୍ରବୀର କୁମାର ବିଶ୍ଵାଳ
ଅତିରିକ୍ତ ସମ୍ପାଦକ ଶ୍ରୀ ସରୋଜ କୁମାର ଦାସ, ଗଣେଶ ଚନ୍ଦ୍ର ପାତ୍ର, ସଞ୍ଜୟ ଶର୍ମା, ମାନସ ମହାନ୍ତି, ସଂଗ୍ରାମ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମାର୍ଥା, ବାଦଲ ତରାସିଆ
ଉପଦେଷ୍ଟା କମିଟି-ବନମାଳୀ ଗିରି, ଅଶୋକ କୁମାର ମହାନ୍ତି, ସୁରେନ୍ଦ୍ର ବରାଳ, ମୁରଲୀଧର ଖୁଣ୍ଟିଆ, ଜିତେନ୍ଦ୍ର ନାଥ ରାଉତ
ସଂଗଠନ ସମ୍ପାଦକ ଶ୍ରୀ ମାନସ କୁମାର ପାତ୍ର
ମିଡିଆ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର,
କୋଷାଧ୍ୟକ୍ଷ ସୁଜିତ୍ କୁମାର ମିଶ୍ର
ଜିଲ୍ଲା ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଭାକର ପ୍ରଧାନ,
ସଦସ୍ୟ
ଶ୍ରୀ ସାଗର ମହାନ୍ତି, ସାଗର ଜେନା, ମହିମା ନନ୍ଦନ ପାତ୍ର, ପ୍ରଶାନ୍ତ କୁମାର ମହାନ୍ତି, ଗୋବର୍ଦ୍ଧନ ପାତ୍ର
ଅଡିଟର ଶ୍ରୀ ବୁଦ୍ଧିରାମ ସାହୁ

କାର୍ୟକାରୀ କମିଟି ସଭ୍ୟ –
ରଞ୍ଜିତ କୁମାର ମହାନ୍ତି , ଜ୍ଞାନ ମିଶ୍ର, ଦିବ୍ୟଜ୍ୟୋତି ସାହୁ, ବଳରାମ ବାରିକ, କେ ଡି ସାମନ୍ତରାୟ, ରୂପଶ୍ରୀ ପଣ୍ଡା, ମଧୁସ୍ମିତା ସାହୁ, ରଶ୍ମୀତା ବେହେରା, ରଶ୍ମିତା ବଡ଼ଜେନା, ରଶ୍ମି ରଞ୍ଜନ ବଡ଼ଜେନା, ହରେଶ ଚନ୍ଦ୍ର ନନ୍ଦ, ହରିହର ସେଠି, ସତ୍ୟ ସେlବନ ବେହେରା, ସଏଦ ଆଜାଦ୍ ନଜର ରେବନି ଙ୍କୁ ତିନି ବର୍ଷ ପାଇଁ ଚୟନ କରାଗଲା l ରାଜ୍ଯ ସଂଘର ସଭାପତି, ସାଧାରଣ ସମ୍ପାଦକ, ମୁଖ୍ୟ ଉପଦେଷ୍ଟା ଓ ବରିଷ୍ଠ ନେତୃବୃନ୍ଦ ଙ୍କ ଉପସ୍ଥିତରେ ନାମ ଘୋଷଣା କରାଯାଇଛି

Leave a Reply

Your email address will not be published. Required fields are marked *