କନ୍ଧମାଳ ବିଯୁଜନତ।ଦଳ ତରଫରୁ ଓଡ଼ିଶା ଦିବସ ୨୦୨୫ ପାଳନ

କନ୍ଧମାଳ ବିଯୁଜନତ।ଦଳ ତରଫରୁ ଓଡ଼ିଶା ଦିବସ ୨୦୨୫ ପାଳନ । କନ୍ଧମାଳ ତା ୦୧/୦୪/୨୦୨୫ ଫୁଲବାଣୀ ଆଜି କନ୍ଧମାଳ ବିଜୁଜନତା ଦଳ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଓଡିଶା ଦିବସ ପାଳନ କରାଯାଇଛି ।ଏହି ମହତ କାର୍ଯ୍ୟରେ କନ୍ଧମା ଳ ଜିଲ୍ଲା ର ବରିଷ୍ଠ ବିଜୁଜନତା ଦଳର ନେତା ପୂର୍ବତନ ଖଣି ଇସ୍ପାତ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା,ପୂର୍ବତନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା, ବର୍ତ୍ତମାନ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ଫୁଲବାଣୀ ବିଧାୟକ ଶ୍ରୀ ଦୁଗୁନି କହଁର, କନ୍ଧମାଳ ଜିଲ୍ଲା ପରିଷଦ ଉପ। ଧ୍ୟ କ୍ଷ। ଶ୍ରୀମତୀ ସାଧବାଣୀ ନାୟକ, ବରିଷ୍ଟ ନେତା କମଳ। କାନ୍ତ ପାଣ୍ଡେ, ପୂର୍ବତନ ଫୁଲବାଣୀ ଏନ୍, ଏ, ସି ଅଧ୍ୟକ୍ଷ ଶ୍ରୀ ପ୍ରତାପ ପାତ୍ର, ବର୍ତ୍ତମାନ ଫୁଲବାଣୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର, ଫିରିଙ୍ଗିଆ ପଞ୍ଚାୟତି ସମିତିର ନାମିତ କହଁର, ଫୁଲବାଣୀ ବିଜୁଜନତା ଦଳର ବିଧାନସଭା ପ୍ର।ଥିନି ଓ ଫିରିଙ୍ଗିଆ ଜୋନ ନ୧୩ ର ଜିଲ୍ଲାପରିଷଦ ପର୍ଥିନି ଶ୍ରୀମତୀ ଜୟ ଶ୍ରୀ କହଁର, ମହିଳା ରାଜ୍ୟ ସମ୍ପାଦିକା ପୁନମ୍ କହଁର, ଫିରିଙ୍ଗିଆ ବ୍ଲକ ସଭାପତି ରଜନୀ ମଲ୍ଲିକ,ଫୁଲବାଣୀ ବ୍ଲକ ସଭାପତି, ବାଳକୃଷ୍ଣ ସାହୁ, ଫୁଲବାଣୀ ମୁନିସିପ।ଳ ଲିଟି, ନଗରସଭାପତି ବିମଳ ପାଢ଼ୀ, ଫୁଲବାଣୀ ନଗର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଧିର କହଁର, ବରିଷ୍ଟ ବିଜେଡ଼ି ନେତା ରାଧା ମହନ ପାତ୍ର,ସତ୍ୟନାରାୟଣ ବେହେରା, ପଞ୍ଚାନନ କହଁର, ଜଳନ୍ଧର ବେହେରା, ପ୍ରତାପ ମୁଖି, ରଜନୀ ପ୍ରଧାନ, ୱାର୍ଡ କାଉନସିଲର ମାଧବୀ ମିଶ୍ର, ସେହଲତ। ପ୍ରଧାନ, ଶ୍ରୀ ବଛ ବେହେରା , ଟୁ କୁ ନ୍ଦ୍ରର ସେଠୀ, ପ୍ରମୁଖ ଉପସ୍ଥିତ ସହରରେ ଥିବା ମହାପୁରୁଷଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସାରି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଗଠନରେ ଯେଁ ଉ ସ୍ଵାଧୀନ ସଂଗ୍ରାମୀ ମାନେ ଯଥା ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ପରାଳର ରାଜା କୃଷ୍ଣ ଚନ୍ଦ୍ର ଗଜପତି, ହରେ କୃଷ୍ଣ ମହତାବ,ଓ ଅନ୍ୟ ମାନଙ୍କୁ ଓଡ଼ିଆ ଜାତି ସହିତ କନ୍ଧମାଳ ଜିଲ୍ଲାର ସମସ୍ତ କର୍ମୀ ସହିଦ ବା ସ୍ଵାଧୀନ ସଂଗ୍ରାମୀ ମାନଙ୍କୁ ପ୍ରଣାମ କରିଥିଲେ ।ଏଠାରେ ନିମନ୍ତ୍ରିତ ଅତିଥିମାନେ ଓଡ଼ିଶା ୧୯୩୬ ଏପ୍ରିଲ୍ ୦୧ ତାରିଖରେ କିପରି ଭାବରେ ଭାଷା ଭିତ୍ତିକ ଭାପରେ ସ୍ଵାଧୀନ ପାଇଥିଲା ସେ ଉପରେ ଉପସ୍ଥିତ ୩୦୦ରୁ ଅଧିକ କର୍ମୀ କୁ ବୁଝାଏ ଥିଲେ ।ଏଠାରେ ରାଜ୍ୟ ମହିଳା ସମ୍ପାଦିକା ଶ୍ରୀମତୀ ପୁନମ୍ କହଁର ସଭାପରି ଚାଳନା କରିବ। ଟା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *