ଓଡ଼ିଶା ଡ୍ରାଇଭର ମହାସଂଘ ଡାକରା

ଓଡ଼ିଶା ଡ୍ରାଇଭର ମହାସଂଘ ଡାକରା ରେ ଆଜି ଡ୍ରାଇଭର ମହାସଂଘ ପକ୍ଷରୁ ଜଗତସିଂହପୁର ବସ ଷ୍ଟାଣ୍ଡ ନିକଟରେ ଧାରଣା ଜାରି ରହିଛି । ଏହି ଆନ୍ଦୋଳନରେ ଜିଲ୍ଲାର ପ୍ରାୟ 300 ରୁ ଉର୍ଦ୍ଧ୍ବ ଡ୍ରାଇଭର ମାନେ ସାମିଲ ହୋଇ ଛନ୍ତି । ମୁଖ୍ୟ ଦାବି ମଧ୍ୟରେ ଡ୍ରାଇଭର ମାନଙ୍କ ସୁରକ୍ଷା, ଅଟୋ ଡ୍ରାଇଭର ମାନଙ୍କୁ ମହାସଂଘ ରେ ସାମିଲ କରିବା, 60 ବର୍ଷ ରୁ ଉର୍ଦ୍ଧ୍ବ ଡ୍ରାଇଭର ମାନଙ୍କୁ ଭତ୍ତା ପ୍ରଦାନ କରିବା , 100 କିଲୋମିଟର ଅନ୍ତରରେ ଡ୍ରାଇଭର ମାନଂକ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରିବା,ଖଣି ଓ କାରଖାନା ରେ 70 ପ୍ରତିଶତ ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦେବା ଏବଂ ସେପ୍ଟେମ୍ବର 1 ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବାକୁ ସଙ୍ଘ ଦାବି କରିଛି । ବାଇଟ – ମହାସଂଘ ସମ୍ପାଦକବାଇଟ ଡ୍ରାଇଭରବାଇଟ ଯାତ୍ରୀ l

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *