ଓଡ଼ିଆ CISF ଯବାନ ସହିଦ


ଜାମ୍ମୁ କାଶ୍ମୀର ର କିସ୍ତୱାର ଠାରେ ବାଦଲଫଟା ବର୍ଷା ରେ ଓଡ଼ିଆ CISF ଯବାନ ଶହୀଦ l ଶହୀଦ ଯବାନ ଜଣକ ପରଜଙ୍ଗ ଥାନା ମାଣିକମରା ଗ୍ରାମ ର ମନୋଜ ବିଶ୍ୱାଳ। ହଟାତ ବାଦଲଫଟା ବର୍ଷା ହେବା ଫଳରେ ଭୂସ୍କଳନ ହୋଇଥିବା ବେଳେ ଯବାନ ମାନେ ରହୁଥିବା କ୍ୟାମ୍ପ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା l

ତେବେ ଏହାରି ଭିତରେ ମନୋଜ ଙ୍କ ସେଠାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l ମନୋଜ ଙ୍କ ମୃତ୍ୟୁଖବର ଆଜି ପରିବାର ଲୋକ ପାଇଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମାଣିକମରା ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *