ତିର୍ତୋଲ ୟୁନିପୋଷ ବିଦ୍ୟାଳୟ ପରିସରରେ ଓଡିଶା ପୁଲିସି ସାଇବର ସେଲ ତରଫରୁ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ l
ତିର୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଠାରେ ଥିବାୟୁନିପୋଷ ବିଦ୍ୟାଳୟ ପରିସରରେସାଇବର ଅପରାଧ ନିୟତ୍ରଣ ସଚେତନତା ଶିବିର ନାଟକ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି lଏହି ସଚେତନତା ଶିବିରରେ ତିର୍ତୋଲ ଥାନା ଆଇ. ଆଇ. ସି ଶ୍ରୀ ପ୍ରଦୀପ୍ତ କୁମାର ସେଠି, ସାଇବର ସେଲ ଅଧିକାରୀ ଏବଂ ତିର୍ତୋଲ ପୁଲିସି ଅଧିକାରୀ ମାନେ ଯୋଗ ଦେଇଥିଲେ, ୟୁନିପୋଷ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଭିଭାବକ ମାନେବହୁ ସଂଖ୍ୟାରେ ଯୋଗ ଦେଇ ସାଇବର ଅପରାଧୀଙ୍କ ଚତୁରତା ରୁକିଭଳି ନିଜର ଅର୍ଥ କୁ ସୁରକ୍ଷିତ ରଖି ପାରିବ କଳାକାର ମାନେ ନିଖୁଣ ଅଭିନୟ ମାଧ୍ୟମରେ ସଚେତନ କରି ଥିଲେ, ୟୁନିପୋଷ ଗ୍ରୁଫ ର ନିର୍ଦେଶକ ଶ୍ରୀ ଜୀବନ ବିଲ୍ଲବ ସାହୁ,ନର୍ସିଙ୍ଗ ସ୍କୁଲ ଅଧକ୍ଷା ଗୀତାଞ୍ଜଳି ଦାସ, ଅଧକ୍ଷା ପ୍ରିୟଦର୍ଶିନୀ ମହାନ୍ତି, ଅଧକ୍ଷା ମୁସୋଲିନି ପୁନନ୍ଦ ସାହୁ, ୟୁନିପୋଷ ର ସମ୍ପାଦକ ସରୋଜ କାନ୍ତ ମହାନ୍ତି, ମୁଖ୍ୟ କୋଷା ଧକ୍ଷ ଇତିଶ୍ରୀ ଜେନା ଓ ୟୁନିପୋଷ ଗ୍ରୁଫର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଓଡିଶା ପୁଲିସି ସାଇବର ସେଲ ରଏହି ସଚେତନତା କାଯ୍ୟକ୍ରମ କୁ ସଫଳ ହେବାରେ ପୁର୍ଣ ସହଯୋଗ କରିଥିଲେ ।
