ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗୀତା |
ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗୀତା | ଯାହାକି ତା ୨୮/୦୯/୨୫ ଠାରୁ ତା ୩୦/୦୯/୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ତେବେ ଏହି ପ୍ରତିଯୋଗୀତା ରେ ଯୋଗ ଦେବା ପାଇଁ ପୁରୀ ଜିଲ୍ଲାର _35__ପ୍ରତିଯୋଗୀ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଛନ୍ତି | ସେଥି ମଧ୍ୟରୁ _25_ ଜଣ ବାଳକ ଓ __10 ଜଣ ବାଳିକା ଅଟନ୍ତି | ପୁରୀ ଜିଲ୍ଲା ର ମ୍ୟାନେଜର ଭାବେ ସନ୍ତୋଷ ପାତ୍ର ଏବଂ କୋଚ ସବିତା ନନ୍ଦ ଦଳ କୁ ଶୁଭେଚ୍ଛା ଜଣାଇ ଥିଲେ | ରାଜ୍ୟ ସ୍ତରରେ ଭଲ ପଦର୍ଶନ କରି ଜାତୀୟ ସ୍ତର କୁ ଉତୀର୍ଣ୍ଣ ହେବେ ବୋଲି କହିଛନ୍ତି ଆସିଷ୍ଟାଣ୍ଡ କୋଚ ଲଷ୍ମଣ ସିଂ ଓ ସୁଦର୍ଶନ ଜାଲୀ,ଏହି ବର୍ଷ ପୁରୀ ଜିଲ୍ଲାର ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶାବାଦୀ |
