ଆଗରୁ ଲଢ଼ୁଥିଲେ, ଏବେ ଏକ ହୋଇ ବସିଲେ

ଆଗରୁ ଲଢ଼ୁଥିଲେ, ଏବେ ଏକ ହୋଇ ବସିଲେ…..ଆଜି ନବୀନ ଦିଲ୍ଲୀ ଯିବା ବେଳେ ବିମାନରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ…….ଏକାଠି ମିଶି ଫଟୋ ଉଠାଇଛନ୍ତି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ……

Leave a Reply

Your email address will not be published. Required fields are marked *