ଦେଶୀ ମଦ ସ୍କୁଟର ଜବତ ଜଣେ ଅଭିଯୁକ୍ତ ଗିରଫ

ନବରଙ୍ଗପୁର ବ୍ଲକ ଅଧିନସ୍ଥ ଦଶପୁର ଠାରେ( )୧୧.୧୧.୨୦୨୫ ରିଖ ରେ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ, ବିଭାଗୀୟ କର୍ମଚାରି ମାନଙ୍କ ସହ, ନବରଙ୍ଗପୁର ଥାନା ଅର୍ନ୍ତଗତ ଦସପୁର ଛକ ନିକଟରେ ଅବକାରୀ ପଇଁତରା କରୁଥିବା ସମୟ ରେ, ଚିରମା ଗ୍ରାମର ଜଣେ ପୁରୁଷ ଆସାମୀ ନିରଞ୍ଜନ ମୁରିଆ ନିକଟରୁ, ୨୨(ବାଇଶି) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଏବଂ ଗୋଟିଏ scooty Regd no OD 10 Y 3433 କୁ ଜବତ କରାଗଲା, ଆସାମୀ କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହଜାର କରାଗଲା, vide PR No- 89/2025-26 of Inspetor of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା, ଏହି ଚଢାଉରେ ରିସମା ସୁନା , ସୁଧାଂଶୁ ଶେଖର ବଘ୍ ଓ ଅକ୍ରମ ଖାନ ସହଯୋଗ କରି ଥିଲେ ବୋଲି ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *