ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପୁରୀର ବିଭିନ୍ନ ପ୍ରସଙ୍ଗ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପୁରୀ ବିଧାନ ସଭାର ମଣ୍ଡଳରେ ଅନେକ ନକଲି ଭୋଟର କାର୍ଡ କରାଯାଇଛି l ପୁରୀ ସହରରେ ଥିବା ଅନେକ ସାହିର ନାମ ଥିବା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ଭୋଟର ପ୍ରକୃତ ଭୋଟର ନୁହନ୍ତି ବୋଲି ସନ୍ଦେହ ପ୍ରକାଶ କରିବା ସହ ପୁରୀରେ ଅନେକ ବାହାର ଜିଲ୍ଲାର ଭୋଟର ଆଇଡି ଥିବା ଲୋକମାନେ ଏଠାକାର ଭୋଟର ଆଇଡି ରଖି ଭୋଟ ଦେଇଛନ୍ତି ବୋଲି ଜ଼ିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି | ଏଥିସହ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତ୍ୟକ ଦିନ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ହେଲେ ପୁରୀରେ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ପୁରା ବିପର୍ଯ୍ୟସ୍ତ ହୋଇପଡିଛି l ପୁରୀ ସରକାରୀ ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ଉଠି ଯାଇଥିବା ବେଳେ ଅନେକ ଜୀବନ ପ୍ରତ୍ୟକ ଦିନ ଯାଉଛି ସେହିପରି ପୁରୀରେ ଉଠା ଦୋକାନୀ ସମସ୍ୟା, ପୁରୀର ବସ୍ତି ବାସିନ୍ଦାଙ୍କ ଥଇଥାନ ପଟ୍ଟା ଆଜି ପଯ୍ୟନ୍ତ ବଣ୍ଟା ଯାଇପାରିଲା ନାହିଁ l ପୁରୀରେ ହଜାର ହଜାର ହୋଟେଲ ଶିଳ୍ପ ହେଲେ ପୁରୀରେ ଗୋଟେ ସ୍କିଲ-ଡେଭଲପ୍ମେଣ୍ଟ ଟ୍ରେନିଙ୍ଗ ସେଣ୍ଟର ନାହିଁ ବୋଲି ଆଜି ପୁରୀରେ ୩୦ହଜାର ରୁ ଉର୍ଧ ଅଲଗା ରାଜ୍ୟର ଯୁବକ ହୋଟେଲ ଶିଳ୍ପରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍

Leave a Reply

Your email address will not be published. Required fields are marked *