ଚୈତ୍ର କବିତା ଆସର ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି

ଆଜି ସନ୍ଧ୍ୟାରେ ରାୟବାହାଦୁର ଲେନ ଛବିଘର ସବିତା ସ୍ମୃତି ସାହିତ୍ୟ ସଂସଦରେ ଚୈତ୍ର କବିତା ଆସର ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଂପାଦକ ଜାନକୀ ବଲ୍ଲଭ ଦାଶଙ୍କ ୬୬ତମ ଜନ୍ମଦିନ ହୋଇଥିବାରୁ ତାଙ୍କୁ ପୁଷ ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇବା ସହିତ ଏକ କବିତା ଆସର ଉଭୟ ଆଭାସୀ ଓ ବୈଠକରେ ମମତା ବାରିକ, ଅଭିରାମ ମଣ୍ଡଳ, ଜୟଶ୍ରୀ ପଣ୍ଡା, ଝରଣା, ଚିନ୍ମୟୀ ଗଜେନ୍ଦ୍ର, ଚିନ୍ମୟ ବିବେକ, ମହେଶ୍ୱର ଜେନା, ସନ୍ୟାସୀ ନାୟକ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ଶକୁନ୍ତଳା ମିଶ୍ର, ପ୍ରବାସିନୀ ମିଶ୍ର, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଚନ୍ଦ୍ରଶେଖର ମହାରାଣା, କିଶୋର ଚନ୍ଦ୍ର ଦାସ, ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖ କବିତା ପାଠ କରିଥିଲେ। ଏହି ଆସରକୁ ଅଭିନବ ପଟ୍ଟନାୟକ ପରିଚାଳନା କରିଥିଲେ। ଶେଷରେ ଚିନ୍ମୟ ବିବେକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *