୩୦ ଫୁଟ ତଳକୁ ଖସିଲା OSRTC ବସ୍

୩୦ ଫୁଟ ତଳକୁ ଖସିଲା OSRTC ବସ୍ । ୩୦ ଫୁଟ ତଳକୁ ଖସିଲା OSRTC ବସ୍……ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍…..କୋରାପୁଟ ପଟ୍ଟାଙ୍ଗି ବ୍ଲକ ସୁଙ୍କି ଘାଟିରେ ଦୁର୍ଘଟଣା…..ବସ୍‌ରେ ଥିବା ୨୫ ଯାତ୍ରୀଙ୍କ ମଧ୍ୟରୁ ୧୫ ଆହତ…..ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିଲା ବସ୍…..ଧକ୍କା ଦେଇଥିବା ଟ୍ରକ୍ ଫେରାର, ଆହତଙ୍କ ଚିକିତ୍ସା ଜାରି…..

Leave a Reply

Your email address will not be published. Required fields are marked *