Main Story

Editor’s Picks

Trending Story

ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ନିଆଯିବ ସମୁଚିତ ପଦକ୍ଷେପ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୮/୧୧/୨୦୨୫ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁମାନଙ୍କୁ ପୋଷଣଯୁକ୍ତ…

ଭୁବନେଶ୍ୱରରେ ଏକତା ପଦଯାତ୍ରାସାମିଲ ହେଲେ ସବୁବର୍ଗର ଜନସାଧାରଣ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର ୧୮/୧୧/୨୦୨୫ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରା…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ୨୦୨୫ ରାଜସ୍ୱ ପ୍ରଶାସନରେ ଆବଶ୍ୟକୀୟ ସଂସ୍କାର ଏବଂ ରାଜସ୍ୱ ରେକର୍ଡର ଆଧନିକୀକରଣ କରାଯିବ

ଭୁବନେଶ୍ୱର ତା-୧୮.୧୧. ୨୦୨୫ ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ ମାମଲା ଥିବା ଯୋଗୁଁ ରାଜସ୍ୱ ହାନି ଘଟୁଛି…

ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ପକ୍ଷରୁ ବିଶାଳ “ଏକତା ପଦଯାତ୍ରା “।

କାମାକ୍ଷାନଗରDate-18/11/2025Anchor -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏକତା ଦିବସ ଅନୁଷ୍ଠିତ ହୋଇଯାଇଛି।ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ…

ବାଟୋଇ

ଶୀର୍ଷକ _ବାଟୋଇ ରୀତାରାଣୀ ଦାଶବାଲେଶ୍ୱର ଅବିଶ୍ରାନ୍ତ ପଥେ ଚାଲିଛି ଚାଲୁଛିପାର୍ଥିବ ଜଞ୍ଜାଳ ସହିଥକି ନାହିଁ କେବେ ଥକିବାର ନାହିଁଥକିବି ଜୁଇରେ…

ବୃହତ୍ ସିମେଣ୍ଟ ପରିବହନ ଶୁଳ୍କ କମାଇ, ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ସୁଲଭ ବାସଗୃହ ଯୋଗାଇ ଦେଉଛି ରେଳବାଇ

ନୂତନ ନୀତିରେ ଡୋର ଟୁ ଡୋର ଲଜିଷ୍ଟିକ୍ସ ସମାଧାନ ପାଇଁ କଷ୍ଟୋମାଇଜ୍ଡ କଣ୍ଟେନର ଏବଂ ନୂତନ ବଲକ୍‍ ସିମେଣ୍ଟ ଟର୍ମିନାଲ…