ହାତରେ ପ୍ଲାକାର୍ଡ ଧରି ବିଜେଡ଼ି ଓ କଂଗ୍ରେସର କାଉନସିଲର ଧାରଣା ରେ

ହାତରେ ପ୍ଲାକାର୍ଡ ଧରି ବିଜେଡ଼ି ଓ କଂଗ୍ରେସର କାଉନସିଲର ଧାରଣା ରେ

ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କାଉନସିଲର। ବିଭିନ୍ନ ଓ୍ବାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଟେଣ୍ଡର କରିବା ଦାବିରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପାରିଷଦ ମାନେ ଧାରଣାରେ ବସିଛନ୍ତି। ହାତରେ ପ୍ଲାକାର୍ଡ ଧରି ବିଜେଡ଼ି ଓ କଂଗ୍ରେସର କାଉନସିଲର ମାନେ ଧାରଣା ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କାଉନସିଲର ମାନେ କହିଛନ୍ତି।

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *