ପଞ୍ଚାୟତ ସଚେତନତା ସିବିର ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ମୋ ଓଡ଼ିଶା ନବୀନ ଓଡ଼ିଶା ଅର୍ପଣ ରଥ ପରିକ୍ରମା କାର୍ଯକ୍ରମ ଚାଲିଥିବା ବେଲେ ପଞ୍ଚାୟତ ସ୍ତରୀୟ କାର୍ଯକ୍ରମ ମଧ୍ୟ ଅନୁଷ୍ଟିତ ହୋଇଥିବା ବେଲେ ଆଜି କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ତଲମଲା ପଞ୍ଚାୟତରେ ଜୁନାଗଡ଼ ଏମ.ଏ.ଲେ କେପଟେନ୍ ଦିବ୍ୟ ସଙ୍କର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି.ଏହି କାର୍ଯ କ୍ରମରେ ତରମଲା ସରପଞ୍ଚ ଶ୍ରିମତି ପୁଜା ମନହିରା ଓ

ସ୍ବାମି ବ୍ରଜ ମନହିରା ସମେତ ଜୁନାଗଡ଼ ବ୍ଳକର କର୍ମଚାରି ଓ ଆଖପାଖ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ.ରସରକେଲି,ଜାଇଫୁଲ ଓ ଘୁମୁରା ବାଦ୍ୟର ତାଳେ ତାଲେ କେପଟେନ୍ ଦିବ୍ୟ ସଙ୍କର ମିଶ୍ର ଶାଠେ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ ମାନଙ୍କ ସହିତ ନାଚଗୀତରେ ଅନୁପ୍ରାଣିତ ହୋଇଥିବା ସହିତ ମାଁ ମାଉସୀ ମାନଙ୍କର ଓ ଲୋକମାନଙ୍କର ତାଲିରେ ଷ୍ଠେଜ୍ ଦୁଲୁକି ଯାଇଥିଲା.ଏ଼ହି କାର୍ଯ କ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଓ i.c.d.s ର ଅଙ୍ଗନବାଡ଼ି କର୍ମୀ ମାନଙ୍କର ଓ ଶିକ୍ଷାବିତ ମାନଙ୍କର ଷ୍ଟଲ ଦେଖିବାକୁ ମିଳିଥିଲା.ସବାଶେଷରେ ସମସ୍ତେ ଅତି ଶାନ୍ତିର ସହିତ ଖାଇପିଇ ନିଜ ନିଜର ଘରକୁ ଫେରିଥିଲେ.

Leave a Reply

Your email address will not be published. Required fields are marked *