ଅଶୋକ ନୋଡାଲ ହାଇସ୍କୁଲ ରେ ଅଭିଭାବକ ବୈଠକ

**l ଆସିକା:-୩୦/୧୧/୨୦୨୪ ପୁରୋଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଜାମୁନି ଗ୍ରାମ ପଞ୍ଚାୟତ ଅଧୀନ ଅଶୋକ ନୋଡାଲ ହାଇସ୍କୁଲ ରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ସି ଆର ସି ସି ବନମାଳୀ ବେହେରା। ସମ୍ମାନ ଅତିଥି ଓ ସଭା ଅଭିଭାଷଣ ଦେଇଥିଲେ ସ୍କୁଲ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡଙ୍ଗୀ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାହାଯ୍ୟ ସହଯୋଗ କରିଥିଲେ। ଭାସ୍କର ଚନ୍ଦ୍ର ପାତ୍ର, ସ୍ମିତା ପାତ୍ର, ଜ୍ୟୋତିର୍ମୟୀ ପାତ୍ର, ରାମକୃଷ୍ଣ ଚୌଉଧୀରୀ, ତାପସ ପାଲ,ଏନ୍ ରବିନ୍ଦ୍ର କୁମାର , ସମ୍ୱିତ କୁମାର ବଳୀୟାରସିଙ୍ଗ, ସଞ୍ଚୟ କୁମାର ସେଠୀ, ଶୁଭ୍ରାଂଶୁ ମହାପାତ୍ର, ସୁନୀଲ କୁମାର ପଟ୍ଟନାୟକ, ବାଳକୃଷ୍ଣ ପଣ୍ଡା, ଗାୟତ୍ରୀ ପାଣିଗ୍ରାହୀ, ପ୍ରଦିପ କୁମାର ପାଣିଗ୍ରାହୀ,କୁମୁଦ ଚନ୍ଦ୍ର ଦାସ,ଏମ୍ କମେଶ୍ବର , ମଧୁସ୍ମିତା ସାହୁ, ନିବେଦିତା ସେଠୀ, । ଏବଂ 60 ଜଣ ଅଭିଭାବକ ବୈଠକ ଯୋଗଦେଇଥିଲେ।ପାତ୍ର ଆଇଡ୍ ବିଷୟରେ ଅଭିଭାବକ ମାନଙ୍କୁ ବୁଝାଇଥିଲେ। ସମସ୍ତ ଅଭିଭାବକ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ କହିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ୟୋତିର୍ମୟୀ ପାତ୍ର।

Leave a Reply

Your email address will not be published. Required fields are marked *