ପରଜଙ୍ଗ ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସାଙ୍ଗକୁ ଵୃକ୍ଷ ରୋପଣ କଲେ
କାମାକ୍ଷାନଗରତାରିଖ-୧୨-୦୭-୨୦୨୫ଆଙ୍କର-ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକର ବିଭିନ୍ନ ପଂଚାୟତରେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ଉପସ୍ଥିତ ରହି କଲେ ଉଦଘାଟନ ଓ ଲଗାଇଲେ ଗଛ ।ବାଟଗାଁ ଠାରେ ପଂଚାୟତ ଭବନ ଓ ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟନ ପରେ ବିରାଶାଳ ଠାରେ ଵୃକ୍ଷ ରୋପଣ ପରେ ପରେ କଲେଜର ନୂତନ ଘର ଘର ,ପଂଚାୟତରେ ଏକ ଘର ଉଦଘାଟନ ସହିତ ବିରାଶାଳ ମେଡ଼ିକାଲରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଜିଲା ବିଜେପି ସଭାପତି ରାସବିହାରୀ ବେହେରା,ବିଡ଼ିଓ ଯଶୋବନ୍ତ ଦେହୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
