ସରକାରୀ ବସ୍ ଡମ୍ପର ମୁହାଁ ମୁହିଁ ଧକ୍କା ଅଳ୍ପକେ ବର୍ତିଲେ ଯାତ୍ରୀ।
ରାଇକିଆ , ତା 18/8/25 କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରୀ ବ୍ଲକ ରାଇପଦା ଠାରେ କଟକ ରୁ ବାଲିଗୁଡା ଅଭିମୁଖେ ଆସୁଥିବା ସରକାରୀ ବସ୍ ସହିତ ଡମ୍ପର ଧକ୍କା ହୋଇଥବା ବେଳେ ସରକାରୀ ବସ୍ ଡ଼୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ରାସ୍ତା କଡକୁ ବସ୍ ଓହ୍ଲାଇ ଦେଇଥିଲେ ଯାହା ଫଳ ରେ ସମସ୍ତ ବସ୍ ର ଯାତ୍ରୀ ସୁରକ୍ଷିତ ରହିଥିବା ଦେଖିବାକୁ ମିଳିଥିଲା।
