ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ବିଭିନ୍ନ ବର୍ଗର ଲୋକ।
Date -11/8/2025Anchor -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ବିଭିନ୍ନ ବର୍ଗର ଲୋକ। ବିଧାୟକ ଶତୃଘ୍ନ ଜେନାଙ୍କ ନେତୃତ୍ୱରେ କାମାକ୍ଷାନଗର ମହିମା ଟୁଙ୍ଗି ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ସମଗ୍ର କାମାକ୍ଷାନଗର ସହର ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରାରେ ଆରଏସଏସ,ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ, ବିଜେପି ଯୁବ ମୋର୍ଚ୍ଚା, ଓକିଲ ସଙ୍ଘ, ବିଜେପି ମହିଳା ମୋର୍ଚ୍ଚା,ସାମ୍ବାଦିକ ସଙ୍ଘ ସମେତ ବିଭିନ୍ନ ସଙ୍ଗଠନ ସାମିଲ ହୋଇଥିଲେ । ତେବେ ଦେଶ ପାଳୁଛି ଆଜାଦୀ କା ଅମୃତ ସାଲ। ୭୯ ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଅଂଚଳରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ମହା ଆଡମ୍ବରରେ ପାଳନ କରାଯାଉଛି। ତେବେ ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନଙ୍କୁ ସ୍ୱାଗତ କରିଛନ୍ତି କାମାକ୍ଷାନଗର ବିଜେପିଦଳ ଓ କାମାକ୍ଷା ନଗର ଅଞ୍ଚଳବାସି।ବିଧାୟକ ଓ ଜିଲ୍ଲା ବିଜେପି ସଭାପତି କାମାକ୍ଷା ନଗର ଠାରେ ଥିବା ବିଶିଷ୍ଠ ବ୍ୟକ୍ତି ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ବାଇଟ ୧-ରଞ୍ଜନ କୁମାର ରାଉତ, ଓକିଲ ସଙ୍ଘ ସଭାପତି. ବାଇଟ ୨-ରାସବିହାରୀ ବେହେରା ଜିଲ୍ଲା ବିଜେପି ସଭାପତି,ଢେଙ୍କାନାଳ ବାଇଟି -୩-, ବ୍ରଜେଶ୍ବରୀ ଦାସ ମଣ୍ଡଳ ସଭାନେତ୍ରୀ।ବାଇଟ ୪-ଶତୃଘ୍ନ ଜେନା, ବିଧାୟକ, କାମାକ୍ଷାନଗର
