ତୁମୁଡିବନ୍ଧ ପରମ୍ପାଙ୍ଗା ଜି ପି ର କାଂଗୃବିଲା ରାସ୍ତା ର ଦୁରବସ୍ଥା ରାସ୍ତାରେ ଧାନ ଚାରା ବୁଣିଲେ ଲୋକେ ।

କନ୍ଧମାଳ ତା ୧୩/୦୭/୨୦୨୫ ବାଲିଗୁଡା ଦୁର୍ଗମ ଅଞ୍ଚଳ ତୁମୁଡିବନ୍ଧ ବ୍ଲକ , ଗ୍ରାମାଞ୍ଚଳ ରାସ୍ତା ର ଅବସ୍ଥା କହିଲେ ନ ସରେ, ବର୍ଷା ଦିନେ ଲୋକେ ମାଟି ରାସ୍ତାରେ ଯିବା ଆସିବା କଷ୍ଟସାଧ୍ୟ ମାଟି କାଦୁଅ ରାସ୍ତା ରେ ଆମ୍ବୁଲାନ୍ସ କିମ୍ବା କୌଣସି ଅତ୍ୟାବିଷକୀୟ ସାମଗ୍ରୀ ଗାଡି କାଂଗୃବିଲା ଗ୍ରାମକୁ ଯାଇପାରୁନାହିଁ । ବିପିଏଲ ଚାଉଳ ପି ଡି ଏସ ଗାଡି ଯାଇପାରୁନାହିଁ । ଲୋକେ ଅତିଷ୍ଠ ହୋଇ ରାସ୍ତାରେ ଧାନ ଚାରା ଲଗାଉଛନ୍ତି । ଲୋକେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଗ୍ରାମବାସୀ ଗୁହାରି କରି ମଧ୍ୟ୍ୟ ସୁଫଳ ମିଳିଲା ନାହିଁ । ଗତ ପଚିଶ ବର୍ଷ ମଧ୍ୟରେ ବି ଏକ ଛୋଟ ସି ସି ରୋଡ଼ ହୋଇ ପାରିଲା ନାହିଁ । ରାସ୍ତା ନିର୍ମାଣ ପାଇଁ ବିଧାୟକ ପାଣ୍ଠି କିମ୍ବା ତତ୍କାଳୀନ ସାଂସଦ ପାଣ୍ଠି ମିଲିପରିଲ। ନାହିଁ ଗ୍ରାମବାସୀ ମାନେ ତୁରନ୍ତ ସି ସି ରାସ୍ତା ନିର୍ମାଣ ପାଇଁ କନ୍ଧମାଳ କ୍ଷିପ୍ର ନ୍ୟାୟିକ ମଞ୍ଚ ପକ୍ଷରୁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *