ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା
ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା-ଉଚ୍ଚଶିକ୍ଷା ବିଭାଗ ଏସଏସବି ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ-ମେ’ ୫ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା-୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ ପ୍ରବେଶିକା ପରୀକ୍ଷା-୩୧,୯୧୫ ପିଜି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ ଛାତ୍ରଛାତ୍ରୀ
