ଫୁଲବାଣୀ ନିଖିଳ ଉତ୍କଳ ଖଡୁର। ସମାଜ ତରଫରୁ ଡାମି ଗାଁ ଠାରେ ପଣ। ବଣ୍ଟନ ।

କନ୍ଧମାଳ ତା ୧୪/୯୪/୨୦୨୫ ଫୁଲବାଣୀ ସ୍ଥାନୀୟ ଫୁଲବାଣୀ ସହରର ବହୁ ପ୍ରସିଦ୍ଧ ମା ପିତ।ବଳି ଙ୍କ ପବିତ୍ର ମେରୁ ପର୍ବ ଫୁଲବାଣୀ ସହର ଡ।ମି ଗାଁ ଠାରେ ତା ୧୪/୦୪/୨୦୨୫ ରିଖରେ ଅନୁଷ୍ଟିତ ହେଉଅଛି ।ଏହି ପବିତ୍ର ଦିନରେ ଫୁଲବାଣୀ ର ନିଖିଳ ଉତ୍କଳ ଖଡୁର। ସମାଜ ତରଫରୁ ସହର ବରିଷ୍ଠ ନାଗରିକ ଉମାଶଙ୍କର ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ବା ସମାଜ ସେବକ ଙ୍କ ପ୍ରଚେଷ୍ଟାରେ ସମାଜ ର ସଭାପତି ଶ୍ରୀ ଅର୍ଜ୍ଜୁନ ସେନାପତି,ସମ୍ପାଦକ ଶ୍ରୀ ଉମା ଶଙ୍କର ମହାପାତ୍ର ସହିତ ସମାଜର ବିଶିଷ୍ଟ ବ୍ୟକ୍ତି ଯଥା – ଭିମର।ଜୁ ନାୟକ, ସୁବାସ ଚନ୍ଦ୍ର ମହାପାତ୍ର,ପ୍ରଦୀପ ନାୟକ, ଦିବାକର ନାୟକ,ରମେଶ ସେନାପତି,କାବୁଲ ସେନାପତି,ନିରଞ୍ଜନ ନାୟକ, ଭିକାରୀ ନାୟକ,ଅରକ୍ଷିତ ନାୟକ, ଲୁଲୁ ସୁବୁଦ୍ଧି, କୃଷ୍ଣ ଚନ୍ଦ୍ର ନାୟକ,ନାରାୟଣ ମହାପାତ୍ର,ଭଗବାନ ନାୟକ, ଦିଲ୍ଲୀପ ନାୟକ, ଟୁଟୁ ନାୟକ, ପ୍ରଶାନ୍ତ ସେନାପତି, ବାବୁ ସୁବୁଦ୍ଧି, ନାରାୟଣ ନାୟକ,ସଂଜୀପ୍ ନାୟକ, କୁନା ନାୟକ ଙ୍କ କରକମକରେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଉପସ୍ଥିତ ହଜାର ହଜାର ଭକ୍ତ ଙ୍କ ନିମନ୍ତେ ପଣ। ବଣ୍ଟନ କାର୍ଯ୍ୟ କ୍ରମ ହୋଇଛି। ଏହି ମହତ କାର୍ଯ୍ୟରେ ଫୁଲବାଣୀ ପେଣ୍ଠ ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି ଏହି ମହତ୍ କାମ ତୁଲାଇ ଥିଲେ ।ଶ୍ରୀ ଉମା ଶଙ୍କର ପ୍ରତି ବର୍ଷ ମାଙ୍କ ଠାରେ ଏହି କାର୍ଯ୍ୟ କ୍ରମ କରିବେ ବୋଲି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *