ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା।
ଆଜି ଦିନ ୨ଟା.୩୦ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତ ଡିଆକୁଦା ଉଚ୍ଚ ବିଦ୍ୟାଳୟ, ମାଲୁଦ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ,ବଜ୍ରକୋଟ ପଞ୍ଚାୟତ କନ୍ଦାଖାଇ ଗ୍ରାମ୍ୟ ଉଦ୍ୟାନ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ରାମଲେଙ୍କା ପଞ୍ଚାୟତର ବ୍ରାହ୍ମଣଦେଓ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ,ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା,ବୁନ୍ଧିବର ପଞ୍ଚାୟତ ସଭାପତି ନିରଞ୍ଜନ ବିଶ୍ୱାଳ,ପଞ୍ଚାୟତ ସ୍କୁଲ ଶିକ୍ଷକ ଦଇତାରି ବିଶ୍ୱାଳ,ଯୁବ ନେତା ବୁଦ୍ଧିଆ ବିଶ୍ୱାଳ,ମାଲୁଦ ସରପଞ୍ଚ ରବିନ୍ଦ୍ର ନାଥ ଦାଶ,ସଭାପତି ପ୍ରଦିପ କୁମାର ଦାଶ,ସ୍କୁଲ ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ଜେନା, ଯୁବ ନେତା ସେଖ୍ ନବି ଖାଁ,ସୁଶାନ୍ତ ପ୍ରଧାନ, ବଜ୍ରକୋଟ ପଞ୍ଚାୟତ ସରପଞ୍ଚ ସସ୍ମିତା ଜେନା,ସଭାପତି ଧନେଶ୍ଵର ଜେନା,ଯୁବ ନେତା ଅମରେସ୍ ପ୍ରଧାନ,ରାମଲେଙ୍କା ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ପ୍ରଧାନ,ବ୍ରାହ୍ମଣଦେଓ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ବିଶ୍ବାଳ,ସମିତି ସଦସ୍ୟା ପ୍ରମଦା ସେଠି,ସଭାପତି ସଦାନନ୍ଦ ବିଶ୍ୱାଳ,ଯୁବ ନେତା ଦିଲିପ କୁମାର ରଣସିଂହ, ଛାତ୍ର ନେତା ବାପୁଜୀ କୁମାର ବିଶ୍ବାଳ ଓ ଉଭୟ ପଞ୍ଚାୟତର ଯୁବ ଛାତ୍ର ନେତୃ ବୃନ୍ଦ ଉପସ୍ଥିତ ଥିଲେ।
