ଆଜି ଭଦ୍ରକ ଜିଲ୍ଲା ରେ ପ୍ରଧାନମନ୍ତ୍ରୀ ଯୋଜନା ରାସ୍ତା ର ଉଦଘାଟିତ ହୋଇଯାଇଛି
ଆଜି ଭଦ୍ରକ ଜିଲ୍ଲା ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଯୋଜନା ରାସ୍ତା ନିର୍ମାଣ ଉଦଘାଟିତ ହୋଇଯାଇଛି, ଭଦ୍ରକ ବିଧାନସଭା ଅନ୍ତର୍ଗତ ସାତ ଭଉଣୀ ଠାରୁ ଚୁନିଦା ରାସ୍ତା, ପଯ୍ୟନ୍ତ। ଏବଂ ଭଣ୍ଡାରିପୋଖରୀ ବିଧାନସଭା ଅନ୍ତର୍ଗତ ଓଡ଼ଗ ଠାରୁ ଆଗରପଡା କାଉପୁର ପଯ୍ୟନ୍ତ,ବରପଦା, କାଣ୍ଡବା ରୋଡ ଜାମ୍ବବଣି ଛକ ଠାରୁ ପାନପଦି ରାସ୍ତା ର ଶୁଭ ଉଦ୍ଘାଟନ କରିଥିଲେ ଭଦ୍ରକ ର ସାଂସଦ ଶ୍ରୀ ଯୁକ୍ତ ଅଭିମନ୍ୟୁ ସେଠୀ, ମାନନୀୟ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ମାନନୀୟ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତାଙ୍କ ସହିତ ଥିଲେ ଶ୍ରୀ ଯୁକ୍ତ,କାନନ ପ୍ରଧାନ ରୋଡ ମୁଖ୍ୟ, ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ,
