ପୋଲାଭରମ ମାଲକାନାଗିରି ଜିଲ୍ଲାକୁ ଯୋଜାଯୋଗ ବିଛିନ୍ନ , ସମସ୍ୟା ଘେରରେ ଲୋକେ

ମାଲକାନାଗିରି,୨୯/୮ଜିଲ୍ଲାର ଦକ୍ଷିଣ ସୀମା ରେ ଅବସ୍ଥିତ ମୋଟୁ ଅଞ୍ଚଳର ପୋଲାଭରମ ଠାରେ ଗୋଦାବରୀ ନଦୀ ର ପଛୁଆପାଣି ର ପ୍ରବାହ ଯୋଗୁ ଆନ୍ଧ୍ର ତେଲେଙ୍ଗାନା ଯୋଗାଯୋଗ ବିଛିନ୍ନ ସୋଇଛି। ଶତାଧିକ ମାଲବାହୀ ଟ୍ରକ୍ କ।ଲେ ର ପୋଲ ର ଉଭୟ ପାର୍ଶ୍ଵରେ୨/୩ ଦିନ ଧରି ଅଟକି ରହି ହଇରାଣ ହେଉଛନ୍ତି।

ସଧାରଣ ଲୋକଙ୍କ ପାଇଁ ଆସୁଥିବା ବିଭିନ୍ନ ଖାଉଟି ସାମଗ୍ରୀ ର ଯୋଗାଣ ବାଧା ପ୍ରାପ୍ତ ହେଇ ଥିବାର ସୂଚନା ମିଳିଛି। ନିକଟବର୍ତ୍ତୀ କିଛି ଗ୍ରାମାଞ୍ଚଳ ରେ ବସ ବ।ସ କରୁଥିବା ଲୋକେ ମଧ୍ୟ ଖୁବ୍ ଅସୁବିଧା ଅନୁଭବକରୁ ଅଛନ୍ତି। ଅବଶ୍ୟ ପାଣି ର ପ୍ରବହାରସ୍ତର ଧୀରେ ଧୀରେ କମୁଛି।

Leave a Reply

Your email address will not be published. Required fields are marked *