କନ୍ଧମାଳ ଜିଲ୍ଲା ରାଇକିଆ ରୁ ବିହାର ଲୁଧିଆନା କୁ ଗଞେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ୍

କନ୍ଧମାଳ ଜିଲ୍ଲା ରାଇକିଆ ରୁ ବିହାର ଲୁଧିଆନା କୁ ଗଞେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ୍ । ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ନିକଟରେ ବସକୁ ଅପେକ୍ଷା କରିଥିବା ବେଳେ ଦୁଇଜଣ ଗଞେଇ ବେପାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ୧୧ କେଜି ଗଞ୍ଜେଇ ଜବତ ହୋଇଛି । ଦୁଇ ଜଣ ଗଞେଇ ବେପାରୀ ହେଲେ ପଞ୍ଜାବ ଲୁଧିଆନା ଅଞ୍ଚଳର ସନି କୁମାର ଅନ୍ୟ ଜଣେ ରାହୁଲ ଗୋସ୍ବାମୀ ବୋଲି ଜଣା ପଡ଼ିଛି ।ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ report

Leave a Reply

Your email address will not be published. Required fields are marked *