ଥାନା_ସିସିଟିଭି_ତୁରନ୍ତ_ସଜାଡ଼ିବାକୁ_ନିର୍ଦ୍ଦେଶ
ଥାନା_ସିସିଟିଭି_ତୁରନ୍ତ_ସଜାଡ଼ିବାକୁ_ନିର୍ଦ୍ଦେଶ-ରାଜ୍ୟର ସବୁ ଥାନାରେ ଅଚଳ ସିସିଟିଭି କ୍ୟାମେରା ସଜାଡ଼ିବାକୁ ନିର୍ଦ୍ଦେଶ-ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ସିଇଓଙ୍କୁ ଜରୁରୀ ଚିଠି-ଓଡ଼ିଶା ପୋଲିସ ମୁଖ୍ୟାଳୟ ଉଦବେଗ୍ ପ୍ରକାଶ କରିବା ସହ କଲା ଚିଠି-ଅତି ଜରୁରୀ ଭାବେ ଗ୍ରହଣ କରି ଶୀଘ୍ର ସମାଧାନ ପାଇଁ ଚିଠିରେ ଉଲ୍ଲେଖ-ଏବେ ରାଜ୍ୟର ୨୯୭ଟି ଥାନା ଓ ୨୭ଟି ଆଉଟପୋଷ୍ଟରେ ସିସିଟିଭି ଅଚଳ-୬୪୫ଟି ପୋଲିସ୍ ଷ୍ଟେସନ ମଧ୍ୟରୁ ୫ଟି ସମ୍ପୂର୍ଣ୍ଣ ଅଫଲାଇନ୍ରେ ରହିଛି-ଥାନାର ସିସିଟିଭି ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
