ସାମଜ ସେବୀ ମିଥୁନ ଜେନାଙ୍କୁ ସମ୍ମାନିତ କରାଗଲା

ସାମଜ ସେବୀ ମିଥୁନ ଜେନାଙ୍କୁ ସମ୍ମାନିତ କରାଗଲା
ଆଜି ଭାରତର ସମ୍ବିଧାନ ପ୍ରଣେତା,ସ୍ୱାଧୀନ ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ତଥା ଭାରତ ରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଭଦ୍ରକ ଜିଲ୍ଲା ଆରଡ଼ି ଅଞ୍ଚକର ଯୁବ ସାମାଜିକ କର୍ମୀ ଶ୍ରୀମାନ ମିଥୁନ ଜେନାଙ୍କୁ ରକ୍ତ ବୀର ଓ ସାମାଜିକ ସ୍ଵେଚ୍ଛାସେବୀ ଭାବେ ସମ୍ମାନରେ ସମ୍ମାନିତ କରାଗଲା ମିଥୁନ ଯେ କି ଅନେକ ଅସହାୟ ଗରିବ ଅବହେଳିତ, ନିଷ୍ପେସିତ ଲୋକ ମାନଙ୍କ ପାଇଁ ସାହାଯ୍ୟ ସହଯୋଗ କରି ଆସନ୍ତି ଅନେକ ସାମାଜିକ ଅନୁଷ୍ଠାନର ଜଡ଼ିତ ଅନେକ ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇ ଚନ୍ତି ତାଙ୍କର ବୟସ -୨୭ ସେ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଓ ସେ ୨୪ ଥର ରକ୍ତ ଦାନ କରିଛନ୍ତି ଲୋକ ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି -ଥିଲେ ବ୍ରଜ ମୋହନ ମଲିକ୍,ମୁଖ୍ୟ ବକ୍ତା ଓଡ଼ିଶା ହାଇକୋର୍ଟ- ର ଆଡଭୁକେଟ ସରୋଜ କୁମାର ସେଠୀ , କାହୁଁ ଚରଣ ମହାଲିକି,ସମ୍ମାନିତ ଅତିଥି ଗଣ -ଶ୍ରୀକାନ୍ତ ସାରେ,ବାୟଧୟ ସାରେ, ପ୍ରକାଶ ନାୟକ, ଆୟାଯୋକ -କେଦାର ଜେନା ଓ ତାଙ୍କ ପୁତ୍ର କେଶବ ଜେନା ଏବଂସହ ପରିବାର ବୃନ୍ଦ

Leave a Reply

Your email address will not be published. Required fields are marked *