ପ୍ରତ୍ୟୁଷା କହଁର ଜାତୀୟ କବାଡି ଖେଳ ପାଇଁ ମନୋନୀତ ।
କନ୍ଧମାଳ, ଚକାପାଦ ବ୍ଲକ ପିଏମ୍ ଶ୍ରୀ ବରଡାବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ଲାଇନ ପଡାର ଛାତ୍ରୀ ପ୍ରତ୍ୟୁଷା କହଁର ୧୪ ବର୍ଷ ବାଳିକା ବିଭାଗରେ ଜାତୀୟ ସ୍ତରରେ କବାଡି ଖେଳିବା ପାଇଁ ମନୋନୀତ ହୋଇ ଲାଇନପଡା ଅଞ୍ଚଳ ତଥା ଚକାପାଦ ବ୍ଲକ ପାଇଁ ଗୌରବ ଆଣିଛନ୍ତି। ୬୯ ତମ ଜାତୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ରାଜ୍ୟ ବିଦ୍ୟାଳୟ କବାଡି ୧୪ ବର୍ଷ ରୁ କମ ଜାତୀୟ ଦଳରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ପ୍ରତିଯୋଗୀ ମ ନୋନିତ ହୋଇଛନ୍ତି । ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲାର ପ୍ରତୁଷ। କହଁର ଚକାପାଦ ବ୍ଲକ ପିଏମ୍ ଶ୍ରୀ ବରଡା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ଲାଇନ୍ପଡାର ଛାତ୍ରୀ ଜାତୀୟ ସ୍ତରରେ କବାଡି ଖେଳିବା ପାଇଁ ଜିଲ୍ଲାରୁ ଏକ ମାତ୍ର ଛାତ୍ରୀ ମନୋନୀତ ହୋଇ ବିଦ୍ୟାଳୟ, ବ୍ଲକ, ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସରକାରୀ ବାଳିକାଉଚ୍ଚ ବିଦ୍ୟାଳୟ ବ ଗଣେଇ, ସୁନ୍ଦରଗଡ଼ କ୍ରୀଡା ଶିକ୍ଷକ ହୁତ।ସନ ଦଣ୍ଡସେନା ଙ୍କ ଠାରେ ପଂହଚିବେ ସେଠାରୁ ଜାତୀୟ ସ୍ତରର ଗୁଦିବ।ଡ଼। ଆନ୍ଧ୍ର ପ୍ରଦେଶ ତା-୧୯-୦୧-୨୦୨୬ ଠାରୁ ୨୩/୦୧/୨୯୨୬ ହେବାକୁ ଥିବା ଜାତୀୟ ସ୍ତରର ୧୪ବର୍ଷ ରୁ କମ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା ଆରମ୍ଭ କରିବେ । ପ୍ରଧାନଶିକ୍ଷକ ସୋମନାଥ ସାହାଣୀ ତଥା ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁବେତ୍ସ। ଜଣାଇଛନ୍ତି । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଶିଲ କୁମାର କହଁର ଙ୍କ ତତାବ୍ଧନରେ କ୍ରୀଡା କାର୍ଯ୍ୟ କ୍ରମ । ଜାରି ରହିଥିଲା । ଅଞ୍ଚଳ ବସ ସୀଙ୍କ ପକ୍ଷରୁ କ୍ରୀଡା ଶିକ୍ଷକ,ସୁଶିଲ କୁମାର କହଁର, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା କ୍ରୀଡ଼ା ଅଧିକ।ରି ସଞ୍ଜୟ କୁମାର ପାତ୍ର ଙ୍କୁ ବ୍ଲକ ଓ ଜିଲ୍ଲା ତରଫ ସୁବେଛାର ବାର୍ତ୍ତା ଆସିବାର ଦେଖିବାକୁ ମିଳୁଛି ।
