ସରାବାଡି ମଣ୍ଡଳ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ସରବଡି ମଣ୍ଡଳ ତରଫରୁ ଆଜି ଅପରାହ୍ନରେ ଶ୍ରୀ ଶ୍ରୀ ପଞ୍ଚାନନ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ସରାବାଡ଼ି ମଣ୍ଡଳ ସଭାପତି ସତ୍ୟ ନାରାୟଣ ଗୋଡ଼ ଙ୍କ ଅଧ୍ୟକ୍ଷତା ରେ ଏହି ସାତ ଗୋଟି ପଂଚାୟତ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ମୁଖ୍ୟ ଅତିଥିରୁପେ ସାଂଗଠାନିକ ଜିଲ୍ଲା ସେକ୍ରେଟାରୀ ରାମଚନ୍ଦ୍ର ମିଶ୍ର , ଜେନେରାଲ ସେକ୍ରେଟାରୀ ବୁଲୁ ସ୍ବାଇଁ

,ପୂର୍ବତନ ମଣ୍ଡଳ ସଭାପତି ବୁଲୁ ସ୍ବାଇଁ ଓ ବରିଷ୍ଟ ଦେବଦୁଲଭ କାର୍ଯ୍ୟ କର୍ତ୍ତା ଓ ସମସ୍ତ କର୍ମୀ ମନକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ କିଭଳି ଘର ଘର ଟ୍ରିରଙ୍ଗ କୁ ସୁଚାରୁରୂପେ ସାଫଲ୍ୟ କରିବା ପାଇଁ ପ୍ରୟାସ ଜରିରହିଥିବା ବେଳେ ପ୍ରତ୍ୟେକ ପଂଚାୟତ ରେ କିଭଳି ତ୍ରିରଙ୍ଗା ଶୋଭାଯାତ୍ରାରେ ହେବ l ଦଳ କି ଭଳି ସୃଦୁଢ଼ ହେବ ସେ ଉପରେ ଆଲୋଚନା କରାଯାଇଥିଲା l
ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
