ସାବରଙ୍ଗ ଥାନା ରେ ସାମ୍ବାଦିକ ସମ୍ମିଳନୀ
ଆଜି ସାବରଙ୍ଗ ଥାନାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି : ଧରା ପଡିଲା ATM ଲୁଟେରା l ଠାବ ହେଲା ୩୪ ହଜାର ଟଙ୍କା ଏବଂ ସୁନା ଚେନ , କାନ ଫୁଲ, ଇତ୍ୟାଦି ଗୋଟିଏ କାର ଏବଂ ଗୋଟିଏ ବାଇକ l ଜବଦ କଲା ସାବରଙ୍ଗ ପୋଲିସ l ଭଦ୍ରକ ରେ ଦିନ କୁ ଦିନ ଚୋରୀ ରାହାଜାନି ବଢିବା ରେ ଲାଗିଛି ,ଜଣଙ୍କ ଏଫଆଇଆର ଅନୁସାରେ ସାବରଙ୍ଗ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
