ପ୍ରଶାସନ ଏକାଦଶ କୁ ୮ଇଉକେଟରେ ହରାଇ ପ୍ରେସ ଏକାଦଶ ବିଜୟୀ

ଆନନ୍ଦପୁର ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ସବୁ ବର୍ଷ ପରି ବହୁ ପ୍ରଶିକ୍ଷିତ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ପ୍ରଶାସନିକ ଏକାଦଶ ସହ ପ୍ରେସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଦୁଇ ଏକାଦଶ ୧୨ ଓଭର ଲେଖାଏଁ ଖେଳ ହେବା ନେଇ ସିଦ୍ଧାନ୍ତ ହୋଇଥିଲାବେଳେ ଟଚ ଜିତି ପ୍ରଶାସନିକ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୧୦୨ ରନ କରିଥିଲା ବେଳେ ପ୍ରେସ ଏକାଦଶ ୮ ଉଇକେଟ ରେ ପ୍ରଶାସନ ଏକାଦଶକୁ ହରାଇ ବିଜୟୀ ହୋଇଥିଲା l ପ୍ରେସ ଏକାଦଶକୁ ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ଫlଲଗୁନୀ ମାଝୀ ବିଜୟୀ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଦଳକୁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଯୁକ୍ତ ପ୍ରଶାନ୍ତ ବେହେରା ଟ୍ରଫି ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *