ମାଣିକପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

ଧରାକୋଟ,–4.11.25 ଆଜି ଧରାକୋଟ ବ୍ଲକର ଅଷ୍ଟମ ଜନ ଶୁଣାଣି କାର୍ଯ୍ୟକ୍ରମ ମାଣିକପୁର ପଞ୍ଚାୟତରେ ହୋଇଯାଇଛି।ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବି ଡି ଓ ସଂଗ୍ରାମ କେଶରୀ ଜେନା,ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବିଡ଼ିଓ ସୁଶୀଲ ପଟ୍ଟନାୟକ, ସରପଞ୍ଚ ଉର୍ବଶୀ ବିଶୋଇ, ସମିତି ସଭ୍ୟା ଇନ୍ଦୁ ନାଇକ,ଅନୁପମା ମହାପାତ୍ର, ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ଯୋଗାଣ ଅଧିକାରୀ ସଂଜୟ ମଲ୍ଲିକ,ବି ଏସ ଏସ ଓ ସଚିନ ପାତ୍ର , କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ବିରୁପାକ୍ଷ ପଟନାୟକ, ଜି ପି ଇ ଓ ଦେବରାଜ ନାୟକ, Rwss ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ରାଜସ୍ବ ନୀରିକ୍ଷକ ଏସ ଜା ଗେୟା, ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା,ମନରେଗା ବିଭାଗର ଅମେସ ବେହେରା,ଦୀପକ ପଟନାୟକ, ସଂଜୀବ ରାଉଳ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରଞ୍ଜିତା ଶବର,ଯୋଗାଣ ସହାୟକ ଲିଜା ପାତ୍ର ଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଆଜିର ଜନଶୁଣାଣୀ ରେ ମୋଟ 31 ଜଣ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *