ବି.ଜେ.ପି ର ଜନସଂପର୍କ ପଦଯାତ୍ରା
ଜଗତସିଂହପୁର ଜିଲ୍ଲା,ପଳାଶୋଳ ଗ୍ରାମପଞ୍ଚାୟତ ର ବଳଦେବଜୀଉଙ୍କ ପ୍ରାଙ୍ଗଣରେ ବହୁ ବିଜେପି କର୍ମୀଙ୍କ ଉପସ୍ଥିତିରେ ଜିଲ୍ଲା ର ବିଜେପି ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ର ଶୁଭାରମ୍ଭ କରିଥିଲେ। ଏହି ଜନସଂପର୍କ ପଦଯାତ୍ରା ରେ ଜିଲ୍ଲା ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ର,OBC ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସୁବୋଧ ବାରିକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି କ୍ରିଷ୍ଣା ମହାନ୍ତି, ଉପସଭାପତି ସୌଭାଗ୍ୟ ମହାନ୍ତି, ଜଗନ୍ନାଥ ଦାସ, ପଳାଶୋଳ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା,ଓବିସି ମୋର୍ଚ୍ଚାର ମଣ୍ଡଳ ସଭାପତି ନାରାୟଣ, ଆଦିତ୍ୟ ମହାନ୍ତି, ବେହେରା ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି କାଳିକିଙ୍କର ମହାନ୍ତି, ରୁଦ୍ରନାରା,ୟଣ ଦାସ, ପିଣ୍ଟୁ ନନା,ଦିପୁନା ନନା,ପପିନା , ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ଲକ୍ଷ୍ମୀପ୍ରିୟା ଷଡ଼ଙ୍ଗୀ,ଅୟର ପଞ୍ଚାୟତ ଶ୍ରୀ ରମେଶ ଚନ୍ଦ୍ର ସ୍ବାଇଁ,ସମଙ୍ଗ ପଞ୍ଚାୟତ କିଶୋର ରାଉତ, କବିର ପରିଡ଼ା ଶ୍ରୀମତୀ ଅନୁକମ୍ପା ଜେନା ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ଓ ମୋଦୀଜୀ ଙ୍କ ସୁଶାସନ ଫଳରେ ଦେଶର ଅର୍ଥନୈତିକ ରାଜନୈତିକ ସାମରିକ ବୈଦେଶିକ ତଥା ଆନ୍ତର୍ଜାତିକ ସ୍ତରରେ ଭାରତର କିପରି ଵିଶ୍ଵଦରବାର ରେ ସନ୍ନମାନିତ ତାହା ବୁଝାଇଥିଲେ।
