Puri Breaking
ଆସନ୍ତାକାଲି ଠାରୁ ଗଡିବ ଘରୋଇ ବସ୍ । ପୁରୀରେ ଅନୁଷ୍ଠିତ ରାଜ୍ୟ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ।ଆସନ୍ତାକାଲି ଠାରୁ ରାଜ୍ୟରେ ସମସ୍ତ ଘରୋଇ ବସ୍ ଗଡିବା ନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବସ ମାଲିକ ସଙ୍ଘ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି

ତେବେ ଅନେକ ସ୍ଥାନରେ ବସ୍ ଅଟକା ଯାଉଥିବାରୁ ସୁରକ୍ଷା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛନ୍ତି ବସ୍ ମାଲିକ ସଂଘ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହିତ ୭୦ ଆଞ୍ଚଳିକ ସଂଘ ମିଶି ଏହି ନିଷ୍ପତ୍ତି ନେଇଛନ୍ତି
