ପୁରୀ ଜିଲ୍ଲା କିନ୍ନର ସଂଘ,ର ଦ୍ଵିତୀୟ ଦିନ ଓ ମା ବୋହୂଚର ଙ୍କ ପାର୍ବଣ ଅନୁଷ୍ଠିତ କରାଯାଇଛି

ପୁରୀ ଜିଲ୍ଲା କିନ୍ନର ସଂଘ, ରଦ୍ଵିତୀୟ ଦିନ ଓ ମା ବୋହୂଚର ଙ୍କ ପାର୍ବଣ ଅନୁଷ୍ଠିତ କରାଯାଇଛି,, ଏହି ପାର୍ବଣ ରେ ମା ଙ୍କପୂଜା କରିବା ପାଇଁ କିନ୍ନର ମାନେ ସଜବାଜ ହୋଇ ମା ବୋହୂଚରି ଙ୍କୁ ବିଭିନ୍ନ ଫଳ ଫୁଲ ରେ ସୁସର୍ଜିତ କରାଯାଇ ମା ଙ୍କ ପୂଜାର୍ଚନା କରାଯାଇଥିଲା, ଓଡିଶା ର ମଙ୍ଗଳ କାମନା କରି କିନ୍ନର ସଂଘ ପକ୍ଷରୁ ୫୦୦ରୁ ଉର୍ଦ୍ଧ ଗରିବ ମାନଙ୍କୁ କମଳ, ବାଣ୍ଟିବା ସହ ଅର୍ଣ୍ଣ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା,, ଏହି ପୂଜାରେ ପୁରୀ ଜିଲ୍ଲା ପରିଷଦ ଶ୍ରୀ ଯୁକ୍ତ ଦିବାକର ପାତ୍ର,, ଦ ବେଲ ର ଅଦକ୍ଷ ଶ୍ରୀ ଯୁକ୍ତ ସିଦ୍ଧାର୍ଥ ରାୟ,,ଉପସ୍ଥିତ ରହି କହିଥିଲେ, ଏହା ଏକ ନିଆରା ପରମ୍ପରା,, କିନ୍ନର ମାନଙ୍କୁ ସମାଜ, ସହଜ ରେ ଗ୍ରହଣ କରେନାହି,, ବିଭିନ୍ନ ନାମରେ ସେମାନ ଙ୍କୁ ତାଛଲ୍ୟ କରାଯାଏ,, ଓ ସମାଜରେ ସେମାନଙ୍କୁ କୌଣସି ପରିଚୟ ମିଳି ନ ଥାଏ,,ସମାଜ ଯେତେବେଳେ ସେମାନଙ୍କୁ

ଗ୍ରହଣ ନ କଲେ, ବାଧ୍ୟ ହୋଇ ସେମାନଙ୍କ ପରିଚୟ ନିଜେ ସୃଷ୍ଟି କଲେ,, ସେମାନଙ୍କ ଦୁଃଖ, ଯନ୍ତ୍ରଣା ନିଜ ଭିତରେ ଲୁଚାଇ, ସମାଜ ର କଲ୍ୟାଣ ପାଇଁ, ଓଡିଶା ର କଲ୍ୟାଣ ପାଇଁ, ପୁରୀ ର କଲ୍ୟାଣ ପାଇଁ, ଆପଣାଇ ନେଲେ ମୁର୍ଗା ଦେବି,,ଯାହାକୁ ଆଜି ବୋହୂଚରି ରୂପରେ ପୂଜା କରାଯାଏ,, ସନ୍ଧ୍ୟା ରେ ମୂର୍ତ୍ତି କୁ ସୋଭାଯାତ୍ରା କରି ବଡ଼ସଙ୍ଖ ଠାରୁ ଆରମ୍ଭ କରି ମେଡିକାଲ ଛକ ଓ ମେଡିକାଲ ଛକ ଠାରୁ ଗୁଣ୍ଡିଚା ମନ୍ଦିର ଦେଇ ନୁଆଁ ନଈରେ ବିସର୍ଜନ କରାଯାଇଥିଲା

Leave a Reply

Your email address will not be published. Required fields are marked *