ପୁରୀ RTOଙ୍କ ପକ୍ଷରୁ ମାଲତୀପାଟପୁର NH 316 ଠାରେ ମଦ୍ୟପାନ କରି ଗାଡ଼ି ଚାଳନା
ପୁରୀ RTOଙ୍କ ପକ୍ଷରୁ ମାଲତୀପାଟପୁର NH 316 ଠାରେ ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତଗତି ଏବଂ ଅନ୍ୟାନ୍ୟ ମୋଟର ଯାନ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଜାରି ରହିଛି…..ଟ୍ରାଫିକ ନିୟମ ପାଳନ ପାଇଁ ସଡ଼କ ବ୍ୟବହାରକାରୀଙ୍କୁ ସଚେତନ କରାଯାଇଛି….
