ପୁରୀ – ସଦର ବ୍ଲକ୍ ଶାଖାର ସମ୍ମିଳନୀ ଚନ୍ଦନପୁର ପୋଲାଙ୍ଗ ତୋଟାରେ ଅନୁଷ୍ଠିତ
ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପୁରୀ – ସଦର ବ୍ଲକ୍ ଶାଖାର ସମ୍ମିଳନୀ ଚନ୍ଦନପୁର ପୋଲାଙ୍ଗ ତୋଟାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପୁରୀ ଜିଲା ପାଚିକା ସଂଘ ସଭାପତି ପୀତବାସ ବେହେରା – ଉଦ୍ଘାଟନ କରିଥିଲେ। ସମ୍ମିଳନୀରେ ୮୫ଜଣ ପାଚିକା ଯୋଗଦେଇଥିବାବେଳେଗତ ୩ ବର୍ଷର ସାଇ ।ଙ୍ଗଠନିକ ରିପୋର୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ଏକ ୨୫ ଜଣିଆ କମିଟି ଗଠନ କରାଗଲା। ଉପଦେଷ୍ଟା ଭାବେ ତରୁଲତା ମିଶ୍ର, ସଭାନେତ୍ରୀ ତିଳୋତ୍ତମା ମା ତ୍ରିପାଠୀ, ସମ୍ପାଦିକା ସାବିତ୍ରୀ ମହାପାତ୍ର, ଉପସଭାପତି ସଂଯୁକ୍ତା ସାହୁ, ସହସମ୍ପାଦିକା ନୀଳିମା ସାହୁ ଓ କୋଷାଧ୍ୟକ୍ଷ ଭାବେ ଭାବେ ସଂଯୁକ୍ତା ସ୍ବାଇଁଙ୍କୁ ସର୍ବସମ୍ମତି କ୍ରମେ ୩ବର୍ଷଥବନ୍ତୀ ପାଇଁ ନିର୍ବାଚିତ କରାଯାଇଛି ଇଛି।

ସେହିପରି ଝରଣା ପତି, ଶାନ୍ତିଲତା ଜେନା, ଅବ ପଟ୍ଟନାୟକ, ରୂପାଲି ସ୍ବାଇଁ, ଅଞ୍ଜଳି ଜେନା, ତିଳୋତ୍ତମା ପ୍ରଧାନ, ସ୍ଵର୍ଣ୍ଣପ୍ରଭା ଜେନା, କବିତା ମହାପାତ୍ର, ନାଣ୍ଡି ବିଶ୍ବାଳ, କୁନା ବେହେରା, ସଂଯୁକ୍ତା ସଂଯୁକ୍ତା ବେହେରା, ଊର୍ମିଳା ସ୍ବାଇଁ, ଊର୍ମିଳା ନାୟକ ଓ ଲକ୍ଷ୍ମୀପ୍ରିୟା ଜେନାଙ୍କୁ ଆଗାମୀ ୩ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ସଦସ୍ୟା ଭାବେ ନିର୍ବାଚିତ କରାଯାଇଛି।
