ସୁବାଷବୋଷ ଛକ ଠାରୁ ଭୁଦାନ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା ପାଇଁ pwd ଙ୍କ ଦ୍ୱାରା ଯୋଜନା କରାଯାଇଛି

ସୁବାଷବୋଷ ଛକ ଠାରୁ ଭୁଦାନ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା ପାଇଁ pwd ଙ୍କ ଦ୍ୱାରା ଯୋଜନା କରାଯାଇଛି dfo ଟିମ ଙ୍କୁ ସେହି ରାସ୍ତା ର ଏଭେକ୍ସନ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଆଜି dfo ଙ୍କ ଟିମ ସେଣ୍ଟ୍ରାଲ ସ୍କୁଲ ଠାରୁ ଭୁଦାନ ଛକ ଯାଏଁ ଗଛ ଗୁଡିକ ମାପ କରାଯାଇଥିଲା,ପ୍ରାୟ 71ଟି ଗଛ କଟା ଯିବା ପାଇଁ ଚିହ୍ନଟ କରାଯାଇpwd ଙ୍କୁ ହସ୍ତାନ୍ତର କରାଯାଇଛି, ସ୍ଥାନୀୟ ବାସିନ୍ଦା ଓ କିଛି ସମାଜସେବୀ ଆଜି

dfo ଅଫିସ ଘେରାଉ କରିବା ସହ ଗଛଗୁଡିକ କଟା ନ ଯାଇ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି, dfo ଧନଞ୍ଜୟ ମଗର ଙ୍କ ସୂଚନା ଆମକୁ କେବଳ ଗଛ ଚିହ୍ନଟ କରିବା ପାଇଁ ଦିଆଯାଇଛି, ଗଛ କାଟିବା କିମ୍ବା ସ୍ଥାନାନ୍ତର କରିବା ଦାୟିତ୍ୱ pwd ଙ୍କ ଅଧୀନରେ ଅଛି ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *