କଙ୍କଡାହାଡ଼ କୀର୍ତ୍ତନପୁର ନାଳ ଉପରେ ବର୍ଷା ପାଣି ଯାତାୟାତ ଠପ

କାମାକ୍ଷାନଗରତାରିଖ-୧୪-୦୭-୨୦୨୫ଆଙ୍କର-ଢେଙ୍କାନାଳ ଜିଲ୍ଲା ରେ ଲଗାଣ ବର୍ଷା ଫଳରେ କଙ୍କଡ଼ାହାଡ଼ ଅଞ୍ଚଳ ରେ ବିଭିନ୍ନ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି ।କଙ୍କଡ଼ାହାଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି ଭୋର ୪ଟାରୁ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀ ନାଳ ଫୁଲିବାକୁ ଲାଗିଛି, ଏଭଳି ସ୍ଥିତିରେ କଙ୍କଡ଼ାହାଡ଼ ରୁ ଗଡପଳାଶୁଣି ମୁଖ୍ୟ ରାସ୍ତା କୀର୍ତ୍ତନପୁର ନାଳ ଉପରେ ବନ୍ୟା ପାଣି ତେଣୁ ସମସ୍ତ ଗାଡ଼ି ଚଳା ଚଳ ବାଧାପ୍ରାପ୍ତ ଆମ ବସ, ଆମ୍ବୁଲାନ୍ସ, ସାଧାରଣ ଲୋକ ହନ୍ତସନ୍ତ ।

Leave a Reply

Your email address will not be published. Required fields are marked *