ରାମଚନ୍ଦ୍ର ବିହାରୀ ଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ବାଷିର୍କ ଉତ୍ସବ ପାଳିତ ହୋଇ ଯାଇଛି
ରାମଚନ୍ଦ୍ର ବିହାରୀ ଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଚରମ୍ପା ହାଇସ୍କୁଲ ପଡିଆ ପରିସର ଠାରେu ବାଷିର୍କ ଉତ୍ସବ ପାଳିତ ହୋଇ ଯାଇଛି, ମୁଖ୍ଯ ଅତିଥି ଭାବେ ଭଦ୍ରକ ର ମାନ୍ୟବର ସାଂସଦ ଶ୍ରୀମତୀ ମଞୁଲତା ମଣ୍ଡଳ ,ବିଶିଷ୍ଠ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ବିଶିଷ୍ଠ ଅତିଥି ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ,ପ୍ରକଳ୍ପ ନିର୍ଦ୍ଦେଶକ ମାନସ ରଂଜନ ରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ବିଶିଷ୍ଠ ସମାଜ ସେବୀ ଅଶୋକ କୁମାର ମହାନ୍ତି, ରାମଚନ୍ଦ୍ର ବିହାରୀ ଲାଲ ସରକାରୀ

ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତୀ ଗୀତାଞଳୀ ନାୟକ ଙ୍କ ସଭାପତିତ୍ବ ରେ ବାଷିର୍କ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଉତ୍ସବ ରେ ମଞ୍ଜୁଲତା ମଣ୍ଡଳ କହିଥିଲେ ଭଲ ମଣିଷ ହେବା ପାଇଁ ପିଲା ମାନଙ୍କୁ ଦିଗ ଦର୍ଶନ ଦେଇ ଥିଲେ, ଦୀପକ କୁମାର ପାଢୀ ବହୁ ମୂଲ୍ଯ ବାନ ବକ୍ତବ୍ଯ ରଖିଥିଲେ ଶ୍ରୀମତୀ ସୁରଜିତା ନାୟକ ମୁଖ୍ଯ ବକ୍ତା ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ବକ୍ତବ୍ଯ ରଖିଥିଲେ, ପ୍ରଦୀପ କୁମାର ଦାଶ, ପିଲାମାନଙ୍କ ର ମନୋବଳ ବୃଦ୍ଧି କରିଥିଲେ ଏହା ବ୍ୟତୀତ ଏହି ଉତ୍ସବ ରେ ପ୍ରଫୁଲ୍ଲ କୁମାର ନାୟକ, ଦିଲ୍ଲୀପ କୁମାର ନାୟକ, ପ୍ରମୋଦ କୁମାର ବଂଧ, ସ୍କୁଲ କମିଟି ର ସଭାପତି ଶିଶିର କୁମାର ମିଶ୍ର, ମଦନମୋହନ ମହାନ୍ତି ,ଯୋଗଦେଇ କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଶେଷ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଧନ୍ୟବାଦ ପ୍ରଦାନ କରି ସଭା ସମାପନ କରିଥିଲେ,
