ଘଟଣା ଲୁଚାଇବା ରୁ କାର୍ଯ୍ୟରୁ ନିଲମ୍ବିତ ହେଲେ ରେଞ୍ଜର ।

ଘଟଣା ଲୁଚାଇବା ରୁ କାର୍ଯ୍ୟରୁ ନିଲମ୍ବିତ ହେଲେ ରେଞ୍ଜର । କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ତୁମୁଡିବନ୍ଧ ରେଞ୍ଜ ର ମୁଟୁଣ୍ଡି ଜଙ୍ଗଲରେ ଏକ ମୃତ ହାତୀ ର ମୃତଦେହ କୁ ଖଣ୍ଡ ଖଣ୍ଡ କରି ମାଟିରେ ପୋତି ଦେଇଥିଲେ! ହାତୀ ମୃତ୍ୟୁ ପାଇଁ କାଳେ ଦୋଷୀ ସାବ୍ୟସ୍ତ ହେବେ ବୋଲି ମଲା ହାତୀ କୁ ପୋତି ଦେଇଥିଲେ! ହାତୀକୁ ମରାଯାଇଛି କି ହାତୀର କୌଣସି କାରଣରୁ ମୃତ୍ୟୁ ହେଲା ତାହା ଜଣା ପଡି ନାହିଁ! ଏହି ମାମଲାରେ ଫରେଷ୍ଟର ଓ ବନ ରଖି ର ସମ୍ପୃକ୍ତି ଥିବା ନେଇ ଡ଼ିଏଫ ଓ ଘନ ଶ୍ୟାମ ମହନ୍ତ ତଦନ୍ତ କରି ହାତୀ ମୃତ୍ୟୁ କଥା ସ୍ୱୀକାର କରିଥିଲେ! ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ଡ଼ି ଏଫ ଓ ହାତୀ ମୃତ୍ୟୁ ହୋଇଛି ବୋଲି ଜାଣି ପାରିଥିଲେ!

ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ର ଆର ସି ସି ଏଫ ବିଶ୍ୱନାଥ ନୀଳାମ୍ବର ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ! କିନ୍ତୁ କେଉଁ ସ୍ଥାନରେ ହାତୀ କୁ ପୋତା ଯାଇଛି ତାହା ଜଣାପଡି ନାହିଁ! କିଛି ହାତୀ ମାଂସ ଜବତ ହୋଇଛି! ସନ୍ଦେହରେ କାଡ଼ା ପାନା ନୁରସେରୀ ରେ କାଳେ ମଲା ହାତୀକୁ ପୋତା ଯାଇଛି ତାହା ଜଣାପଡିନାହିଁ । କିଛି ହାତୀ ମାଂସ ଜବତ ହୋଇଛି ।ସନ୍ଦେହରେ କ।ଡ। ପାନ। ନୁ ର ସେରି ରେ କାଳେ ମଲ। ହାତୀକୁ ପୋତ। ଯାଇଥିବା ବୋଲି ସନ୍ଦେହରେ ଖୋଳ। ଯାଉଛି କୁମାର ବିସି ଙ୍କୁ ଘଟଣା ଲୁଚାଇବା ଅପରାଧରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି!

Leave a Reply

Your email address will not be published. Required fields are marked *