ବିଜେଡିର ଜିଲ୍ଲା ମିଡ଼ିଆ ସଂଯୋଜକ ଭାବେ ରଞ୍ଜିତ ପଣ୍ଡା ନିଯୁକ୍ତ

କୁଜଙ୍ଗ-୩/୧୦-ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜଗତସିଂହପୁର ଜିଲ୍ଲାର ମିଡ଼ିଆ ସଂଯୋଜକ ଭାବେ ଶ୍ରୀ ରଞ୍ଜିତ କୁମାର ପଣ୍ଡାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ବିଜେଡିର ଜିଲ୍ଲା ନେତୃବୃନ୍ଦ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଶ୍ରୀ ପଣ୍ଡାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *