୧୩ ବର୍ଷ ଝିଅ କୁ ବଳତ୍କାର

= ୨୩ ତାରିଖ ଦିନ ଚଇତି ପୂର୍ଣ୍ଣମୀ ରାତ୍ରୀ ରେ ଗ୍ରାମ ରେ ଘୋଡା ନାଚ ଚାଲୁଥିବା ସମୟ ରେ ଲିସା ରାଣୀ ନାୟକ, ଘରୁ ଲାଟିନ ଯାଇ ଥିବା ସମୟ ରେ ହଂସ ପାଟୁ ଗ୍ରାମର ଧନେଶ୍ଵର ମାଝି ଙ୍କ ର ପୁତ୍ର ସୁଧିର ମାଝୀ ପଛ ପଟୁ ଧରି ପଛକୁ ନେଇଯାଇଥିଲା। ଏବଂ ଅତି ନିର୍ଦ୍ଦୟ ଭାବେ ଧର୍ଷଣ କରି ଅଚେତ ଅବସ୍ଥା ରେ ଛାଡି ପଳାଇ ଯାଇଥିଲା । ଯେତେ ବେଳେ ଲିସା ରାଣୀ ନାୟକ ର ହୋସ ଆସିଥିଲା, ବହୁ କଷ୍ଟ ରେ ଉଠି ଘରେ ମାଁ କୁ କାନ୍ଦି କାନ୍ଦି ସବୁକଥା କହିଥିଲା। ମାଁ ସକାଳେ ଯାଇ ପହଞ୍ଚିଲେ ଧନେଶ୍ଵର ମାଝି ଙ୍କ ଘରେ ସମସ୍ତ କଥା କହି ଥିଲେ ଏବଂ ଘରେ ଯାଇ ଝିଅ କୁ ଦେଖିକି ଆସିବ ଚାଲ, ତୁମ ପୁଅ ସୁଧିର ମାଝୀ ମୋ ଝିଅ କୁ ବଳତ୍କାର କରିଛି। ସମସ୍ତ ଘଟଣା ଶୁଣିଲା ପରେ ଧନେଶ୍ଵର ମାଝୀ ଉତକ୍ଷିପ୍ତ ହୋଇ ଅସଭ୍ୟ ଭାଷା ରେ ଗାଳିଗୁଲଜ କରି ମୋତେ ଘରୁ ତଡି ଦେଇଥିଲା। କହିଥିଲେ ଯାହା ମୋ ପୁଅ ର କଣ କରିବୁ । । ଘରୁ ଆସି ସମସ୍ତ ଙ୍କ ସହିତ ଆଲୋଚନା କରି ପିରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲୁ ଆଜି କୁ ୧୫ ଦିନ ବିତିଯାଇଥିଲେ ମଧ୍ଯ ପୋଲିସ ପ୍ରଶାସନ ର ରାଜନୈତିକ ଚାପରେ ଦୋଷି କୁ ଗିରଫ ନ କରି ଆମକୁ ଧମକ ଦେଉଛନ୍ତି, ଏ ବିଷୟ ରେ ଭଦ୍ରକ ଏସ ପି ଙ୍କୁ ଲିଖିତ ଅଭିଯୋଗ କରିଛୁ |

Leave a Reply

Your email address will not be published. Required fields are marked *