ନୂଆ ଆଳତୁମା ଗ୍ରାମର ଶ୍ରୀ ଶ୍ରୀ ରାଧା କୃଷ୍ଣ ଜୀଉଙ୍କ ମନ୍ଦିରର ରତ୍ନମୁଦ ଅନୁଷ୍ଠିତ

-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର NAC ନୂଆ ଆଳତୁମା ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ଜୀଉଙ୍କର ନୂତନ ମନ୍ଦିରର ଫଲ୍ଗୁନ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ରତ୍ନମୁଦ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି, ଗ୍ରାମର ସଭାପତି ନିତ୍ୟାନନ୍ଦ ରାଉଳ , ସମ୍ପାଦକ ସୁଦର୍ଶନ ପରିଡା ଓ କର୍ତା ଶ୍ରୀ ଦେବରାଜ ରଥଙ୍କ ତତ୍ତ୍ୱବଧାନର ପାଳିତ ହୋଇଯାଇଛି ଏହି ଉତ୍ସବରେ ବହୁ କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ, ନୂଆ ଆଳତୁମା ଗ୍ରାମ ଓ ଆଖପାଖ ଗ୍ରାମରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା, ଏବଂ ପରିଶେଷରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା

Leave a Reply

Your email address will not be published. Required fields are marked *