ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ମେ ମାସରେ ବିଭିନ୍ନ ପ୍ରକାରର ଚଢ଼ାଉ କରାଯାଇଅଛି.

ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ମେ ମାସରେ ବିଭିନ୍ନ ପ୍ରକାରର ଚଢ଼ାଉ କରାଯାଇଅଛି. ଆଇନୀଭଙ୍ଗକାରି ମାନଙ୍କ ଉପରେ ଉଚିତ ପଦକ୍ଷେପ ନିଆଯାଇଅଛି. ମେ ମାସରେ E-rickshaw/Auto-rickshaw 136 ଗାଡିକୁ ଚାଲାଣ କରାଯାଇଛି, 31 ଗୋଟି ଗାଡିକୁ ଅଟକ ରଖଆଯାଇଥିଲା. ଏ ବାବଦକୁ 12,62,000/- ରାଶି ଆଦୟ ମଧ୍ୟ କରାଯାଇଥିଲା.

ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ଛକ ମାନଙ୍କରେ ଅଫିସର ମାନଙ୍କୁ ମୁତୟନ କରାଯାଇ ବିଭିନ୍ନ ପ୍ରକାରର ଆଇନ ଭଙ୍ଗ କାରିମାନଙ୍କ ଉପରେ କଡା ନଜର ରଖା ଯାଇଅଛି ତଥା- ମଦ୍ୟପାନ, ଓ଼ଭରଲୋଡ ଓ ହେଲମେଟ ବିହୀନ୍ନ ଇତ୍ୟାଦି. ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏହା ମଧ୍ୟ ମନ୍ତବ୍ୟ ଦିଆ ଯାଇଅଛି ଯେ ଆଗାମୀ ଦିନ ମାନଙ୍କରେ ଚେକକିଙ୍ଗକୁ ଆହୁରି କଡାକଡି କରାଯିବ ଏବଂ ଆଇନ ଅମାନ୍ୟ କାରିମାନଙ୍କ ଉପରେ ସରକାରଙ୍କର ଉଚିତ ଛାଟ ଲଗାଯିବ.

Leave a Reply

Your email address will not be published. Required fields are marked *