ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାରମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଏବଂ ସମାଜ ପାଠକ ବିଚାର ମଞ୍ଚ ର ସଭାପତି ଜ୍ଞାନ ରଞ୍ଜନ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ l ଏଥିରେ ସଂଘର ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର, ଉପ- ସଭାପତି ଚିତ୍ତ ରଞ୍ଜନ ଦିୱେଦି,ଅନିଲ କୁମାର ନାୟକ, ଦୟାନିଧି ସାହୁ, ଦୈତାରୀ ଦେହେରା, ସୁମିତ୍ରା ମିଶ୍ର, ନିହାର ରଞ୍ଜନ ରାଉତ, ଜ୍ୟୋତି ରଞ୍ଜନ ସାହୁ, ବିଷ୍ଣୁ ଚରଣ ସେଠୀ, ଦୁର୍ଯ୍ୟୋଧନ, ପଦ୍ମନାଭ ଦାସ,ସାହୁ, ସୁମନ୍ତ କୁମାର ଜେନା, ତରଣୀ ସେନ ବାରିକ, ପର୍ଶୁରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *