ଆଇନଜୀବି ମାନଙ୍କୁ ସମର୍ଥନ ପାଇଁ ନିବେଦନ

ବ୍ରହ୍ମପୁର – ଆଜି ବ୍ରହ୍ମପୁର ଓକିଲ ସଂଘର କାର୍ଯାଳୟ କୁ ଯାଇ ବିଜେଡି ବିଧାୟକ ପାର୍ଥି ଆଇନଜୀବି ମାନଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି ।

ଗଞ୍ଜାମ ବାର ଆସୋସିଏସନ ରେ ବିଜେଡି ପାର୍ଥୀ ,ବ୍ରହ୍ମପୁର ସହର ବହୁବାର ବିଧାୟକ ଥିବା ଜନପ୍ରିୟ ନେତା ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଙ୍କ ସହ ମହା ନଗର ନିଗମ ର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଓ ଓଡ଼ିଶା ଆଇନଜୀବି ପରିଷଦର ସଭ୍ୟ ସଞ୍ଜିତ ପାଣିଗ୍ରାହୀଙ୍କ ସହ ଆଇନଜୀବିମାନଙ୍କ ଗହଣ ରେ ଭୋଟ ପ୍ରଚାର କରିଛନ୍ତି ।

Leave a Reply

Your email address will not be published. Required fields are marked *