ପୁରୁଣା ବଜାର ଥାନା କୁ ମିଳିଲା ବଡ଼ ସଫଳତା ୧୩ ଗୋମାତା ଉଦ୍ଧାର ଗାଡି ଜବତ ୨ ଅଟକ

ଭଦ୍ରକ ଟାଉନ ଥାନା ଅଧୀନ ସନ୍ଥିଆ ପୋଲ ନିକଟରୁ ଏକ ଗୋରୁ ବୋଝେଇ ପିକଅପ ଜବତ ହୋଇଛି। ଜବତ ଗାଡ଼ିରୁ ୧୩ ଗୋରୁ ଉଦ୍ଧାର ହୋଇଛି ! ଏହି ଘଟଣାରେ ସମ୍ପୃକ୍ତ ୨ ଜଣକୁ ପୁଲିସ ଅଟକ ରଖିଛି। ଏକ ବିଶେଷ ସୂତ୍ର ରୁ ଖବର ପା ପାଇ ପୁଲିସ ଏହି ଚଢ଼ାଉ କରିଥିଲା। ଗ୍ରାମାଞ୍ଚଳରୁ ଏବେ ଛୋଟଛୋଟ ଗାଡି ଦ୍ଵାରା ପୁରୁଣା ବଜାର ଅଞ୍ଚଳକୁ ଗାଡି ଆସୁଛି। ଏହିଠୁ ବଡ ଗାଡି ଦ୍ଵାରା ବାହାରକୁ ଚାଲାଣ କରାଯାଉଛି। ପୁଲିସ ବାରବାର ଗୋରୁ ଗାଡି ଜବତ କଲେ ବି ଗୋ ଚାଲାଣର ମୂଳ ରାକେଟ ପାଖେ ପହଞ୍ଚିପାରୁନି।

Leave a Reply

Your email address will not be published. Required fields are marked *